ପୋଲାଭରମ୍ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ, ମାଲକାନଗିରିଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ୍
କାଲିମେଳା(କେନ୍ୟୁଜ୍): ପୋଲାଭରମ୍ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ। ଗୋଦାବରୀ ନଦୀରେ ବର୍ତ୍ତମାନ ୧୦ଫୁଟର ପାଣି ହ୍ରାସ ପାଇ ବର୍ତ୍ତମାନ ୫୬ ଫୁଟରେ ପାଣି ପ୍ରବାହିତ ହେଉଛି। ମୋଟୁ ଓ ପୁସୁଗୁଡ଼ା ପଞ୍ଚାୟତର ୭ଟି ଗ୍ରାମର ୫୬୫ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୋଟୁ ଓ ବିନାୟକପୁର…