Browsing Tag

malkangiri land mine

ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା: ମାଲକାନଗିରି ପିପୋଲପଦରରେ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍

ମାଲକାନଗିରି: ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା। ମାଲକାନଗିରି ଜିଲ୍ଲା ପିପୋଲପଦରରେ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍‌ । ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି BSF ଜବାନ୍‌ । ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ଉଦ୍ଧାର କଲେ ୧୪୪ ବାଟାଲିୟନ୍‌ର BSF…