Browsing Tag

malkangiri mao attack

ମାଲକାନଗିରି: ପୋଲିସ୍ ଗୁଳିରେ ୩ ମାଓବାଦୀ ନିହତ, ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ

ମାଲକାନଗିରି(କେନ୍ଯୁଜ୍): ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । AOB ସଙ୍ଗଠନର ହୋଇଥିବା ସୂଚନା ମିଳିଛି। ସେପଟେ ଲାଲବାହିନୀର ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ…