Browsing Tag

malkangiri news

ଗୋଟିଏ ଗାଁରେ ଲାଗିଛି ଦୁଇଟି ଜିଲ୍ଲାର ବୋର୍ଡ, ସମସ୍ୟାରେ ପଡ଼ିଛନ୍ତି କୁଲାବେଡ଼ା ଗାଁର ଅଧିବାସୀ

ମାଲକାନଗିରି (କେନ୍ୟୁଜ୍‌) :ଗାଁ ଗୋଟିଏ କିନ୍ତୁ ଜିଲ୍ଲା ଦୁଇଟି । କଥାଟା ବିଶ୍ୱାସ ହେଉନଥିଲେ ବି ସମ୍ପୂର୍ଣ୍ଣ ସତ । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲି ଗ୍ରାମପଞ୍ଚାୟତରେ ରହିଛି କୁଲାବେଡ଼ା ଗାଁ । ଏହି ଗାଁ ମଝିରେ ଲାଗିଛି ଦୁଇଟି ଜିଲ୍ଲାର ବୋର୍ଡ । ମାଲକାନଗିରି…

ଟପ୍‌ ମାଓନେତାଙ୍କ ନୂଆ ଠିକଣା ଟ୍ରାଇ ଜଙ୍କସନ୍‌, ବାଛିଛନ୍ତି ୩ଟି ରାଜ୍ୟ କରିଡରକୁ : ବସ୍ତର IG ସୁନ୍ଦରରାଜ ପି

ମାଲକାନଗିରି(କେନ୍ଯୁଜ୍): ଟପ୍‌ ମାଓନେତାଙ୍କ ନୂଆ ଠିକଣା ଟ୍ରାଇ ଜଙ୍କସନ୍‌ । ୩ଟି ରାଜ୍ୟ କରିଡରକୁ ବାଛିଛନ୍ତି ମାଓବାଦୀ । କେରଳ, କର୍ଣ୍ଣାଟକ ଓ ତାମିଲନାଡୁକୁ ଟ୍ରାଇ ଜଙ୍କସନ୍‌ ଭାବେ ମାଓଗଡର ନୂଆ ଠିକଣା ବାଛିଛନ୍ତି ମାଓବାଦୀ । ସୁରକ୍ଷା ଯବାନଙ୍କ ଜୋରଦାର ଅପରେସନ୍‌ ଯୋଗୁ ନିଜ ଜୀବନ…

ମାଛ ଜାଲରେ ପଡ଼ିଲା ବିରାଟକାୟ କୁମ୍ଭୀର

ମାଲକାନଗିରି(କେନ୍ଯୁଜ୍): ମାଛ ଜାଲରେ ପଡ଼ିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛ ଜାଲରେ ମାଛ ବଦଳରେ ବିରାଟ କାୟ କୁମ୍ଭୀର ପଡ଼ିଥିଲା । ମତ୍ସ୍ୟଜୀବୀ ବିରାଟକାୟ ମାଛ ଭାବି ଉଦ୍ଧାର…

ପୁଣି ମାତିଲେ ଲାଲ୍‌ବାହିନୀ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଗୁରୁତର

ମାଲକାନଗିରି(କେନ୍ଯୁଜ୍): ପୁଣି ମାତିଲେ ଲାଲ୍‌ବାହିନୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ହିଂସାକାଣ୍ଡ । ବଦଲି CRPF କ୍ୟାମ୍ପ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ମାଓ ଦମନ…

ଲାଲଗଡ଼ରେ ପ୍ରତିଷ୍ଠା ହେଲା ଆଉ ଏକ BSF କ୍ୟାମ୍ପ, ଏଥର ପଛ ଘୁଞ୍ଚା ଦେବେ ନକ୍ସଲ

ମାଲକାନଗିରି(କେନ୍ଯୁଜ୍): ଲାଲଗଡ଼ରେ ଆଉ ଗୋଟେ ପାଦ ଆଗକୁ ବଢ଼ିଲା BSF ଯବାନ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ଘନବେଢା ଠାରେ ପ୍ରତିଷ୍ଠା ହେଲା ନୂଆ ବିଏସଏଫ କ୍ୟାମ୍ପ । ପଛ ଘୁଞ୍ଚା ଦେବେ ନକ୍ସଲ । ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ସ୍ୱାଭିମାନ ଅଞ୍ଚଳ…

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ରୁ ଅଧିକ ଗାଡି ଜାଳି ଦେବା ସହିତ ସୁପରଭାଇଜରଙ୍କୁ କଲେ ଅପହରଣ

ମାଲକାନଗିରି(କେନ୍ଯୁଜ୍): ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ଗାଡି ଜାଳିଦେବା ପରେ ସୁପରଭାଇଜରଙ୍କୁ ଅପହରଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି । ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡି ଜାଳିଦେଇଛନ୍ତି ମାଓବାଦୀ । ସମସ୍ତ…

ମାଲକାନଗିରି ପୋଟେରୁ ଫାଣ୍ଡିରେ ଅଘଟଣ: ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ଜୀବନ ହାରିଲେ ଯବାନ

ମାଲକାନଗିରି(କେନ୍ଯୁଜ୍) : ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଘଟିଛି। ମୃତ ଯବାନ ହେଲେ SSBNର କନଷ୍ଟେବଳ ଦୁର୍ଯୋଧନ ମାଝୀ । ପାରିବାରିକ କଳହରୁ ଦୁର୍ଯୋଧନ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।…

ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି(କେନ୍ଯୁଜ୍): ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ । ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ଅର୍କେଲ ଥାନା କୋତାପଲି ଅଞ୍ଚଳରେ ପ୍ରାୟ ୭୦…

ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ, CRPFର ୪ଜଣ ଯବାନ୍‌ ଗୁରୁତର

ମାଲକାନଗିରି(କେନ୍ଯୁଜ୍): ବଡ଼ ଧରଣର ବିସ୍ଫୋରଣ । ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ। ଡିଟୋନେଟର ସ୍ଥାନାନ୍ତର ବେଳେ ବଗି ଭିତରେ ବିସ୍ଫୋରଣ। ଏଥିରେ CRPFର ୪ଜଣ ଯବାନ୍‌ ଗୁରୁତର ଆହତ ହୋଇଛନ୍ତି। ୨ ନମ୍ବର ଫ୍ଲାଟଫର୍ମରେ ଥିବା ସ୍ପେଶାଲ୍‌ ଟ୍ରେନ୍‌ରେ ବିସ୍ଫୋରଣ ହୋଇଛି। ଗୁରୁତର…

ମାଲକାନଗିରି ଏମଭି-୧୫ ଗାଁ ନିକଟ ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ଜିଲ୍ଲା ସଦରମହକୁମା ଥାନା ଅନ୍ତର୍ଗତ mv-15 ଗାଁ ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ଯୁବକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଥିବା ବେଳେ ପୋଲିସ ଅଧିକ ତଦନ୍ତ…

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ, ୩ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି (କେନ୍ଯୁଜ୍): ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେଓ୍ଵାଡା ପୋଲିସକୁ ବଡ ସଫଳତା । ମୃତ ମାଓବାଦୀଙ୍କ ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ସୂଚନା…

ମାଲକାନଗିରିରେ ଅଘଟଣ: ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ

ମାଲକାନଗିରି: ମାଲକାନଗିରିରେ ହୃଦୟ ବିଦାରକ ଘଟଣା । ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ । ନଦୀ ପାର ହେଲା ବେଳେ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡଙ୍ଗାରେ ମୋଟ ୧୧ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି…