ଛତିଶଗଡ଼ର ଦାଦାଗିରିକୁ ବିରୋଧ କରି ପ୍ରଜାମେଳି: ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଉ ପ୍ଳାକାର୍ଡ ଧରି ଗର୍ଜିଲେ ଶହ ଶହ…
ମାଲକାନଗିରି: ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଉ ପ୍ଳାକାର୍ଡ। ନିଜ ଭିଟାମାଟିକୁ କିଭଳି ବଞ୍ଚାଇବେ ସେଥିପାଇଁ ଆୟୋଜିତ ହୋଇଛି ବିରାଟ ପ୍ରଜାମେଳି। ରାଜରାସ୍ତାକୁ ଓଲ୍ହାଇଛନ୍ତି ହଜାର ହଜାର ଆଦିବାସୀ। ଛତିଶଗଡ଼ ସରକାର ବନ୍ଧୁକ ମୁନରେ ଡ଼ରାଇଲେ ଆମେ ଏହି ଧନୁତୀରରେ ଲଢେଇ କରିବୁ ,…