Browsing Tag

malkangiri pregent drama

ମାଆ ପେଟରୁ ଛୁଆ ଗାଏବ ଘଟଣା ରେ ନୁଆ ଟ୍ବିଷ୍ଟ, ମିଛରେ ଗର୍ଭବତୀ ହୋଇ ନାଟକ ରଚିଥିଲେ ମହିଳା

ମାଲକାନଗିରି(କେନ୍ୟୁଜ୍): ମାଆ ପେଟରୁ ଛୁଆ ଗାଏବ ଘଟଣା ରେ ନୁଆ ଟୁଇଷ୍ଟ । ଛୁଆ ପାଇଁ ଦ୍ଵିତୀୟ ସ୍ବାମୀଙ୍କୁ ପ୍ରତିଶୃତି ଦେବା ମହଙ୍ଗା ପଡିଲା। ମିଛରେ ଗର୍ଭବତୀ ହୋଇ ନାଟକ ରଚିଲା ମହିଳା। MCP କାର୍ଡ କରି ଗର୍ଭ ବତି ସମୟ ଓ ସରକାରୀ ସୁବିଧା କେମିତି ନେଲା। ଏହି କାର୍ଡ ରେ ସଂମ୍ପୃକ୍ତ ANM…