Odisha News
Browsing Tag

malkangiri

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ କୁମାର, ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳର ସିକ୍ୟୁରିଟି କ୍ୟାମ୍ପ କଲେ ପରିଦର୍ଶନ

କେନ୍ୟୁଜ୍(ବ୍ୟୁରୋ): ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ କୁମାର। ଜିଲ୍ଲାର ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳର ବଡ଼ପଦା, ଜନତାପାଇ ଓ ବଡ଼ପଦର, ଜାନବାଇ ସିକ୍ୟୁରିଟି କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଜି । ପ୍ରଥମେ ଗସ୍ତ କରିଥିଲେ ପାପରମେଟଲା ଥାନାକୁ । ତାଙ୍କ ସହ ଏଡିଜି ସତ୍ୟଜିତ ମହାନ୍ତି,…

ମାଲକାନଗିରି: ପାରିବାରିକ କଳହକୁ ନେଇ ଜ୍ୱାଇଁର ତୀରମାଡରେ ଶାଶୁ ଗୁରୁତର, ମାଥିଲି ମେଡିକାଲରେ ଭର୍ତ୍ତି

ମାଲକାନଗିରି(କେନ୍ୟୁଜ୍): ଜ୍ୱାଇଁର ତୀର ମାଡ଼ରେ ଶାଶୁ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗାଁରେ ଏହି ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଜ୍ୱାଇଁ ତୀର ମାରିଥିବା ସୂଚନା ମିଳିଛି । ଗୁରୁତର ହେଲେ ଆଇତି ଦୁରୁଆ । ଗୁରୁତର ଶାଶୁଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି…

ମାଲକାନଗିରି: ‘ସ୍ବାଭିମାନ ଅଞ୍ଚଳର ବିକାଶରେ ଯିଏ ବାଧାଦେବ ତାକୁ ଛାଡିବୁ ନାହିଁ’, ପୋଲିସ ସହ ମିଶି ମାଓଦମନ କରିବାକୁ…

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଶୁଭୁଛି ମାଓ ବିରୋଧୀ ସ୍ବର । ବିକାଶ କାର୍ଯ୍ୟରେ  ଯିଏ  ବାଧା ଦେବ ତାକୁ ଛଡାଯିବା ନାହିଁ ବୋଲି ଉଭୟ ପ୍ରଶାସନ ଓ ସ୍ବାଭିମାନ ଅଞ୍ଚଳବାସୀ କହିଛନ୍ତି।  ୨୫ ତାରିଖରେ ମାଓବାଦୀ ଓ ଜନ୍ତୁରାୟ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଜଣେ ମାଓ…

ମାଲକାନଗିରି: ମାଓବାଦୀଙ୍କୁ ହତ୍ୟା କଲେ ଗାଁ ଲୋକ,ପ୍ରତିଶୋଧ ପରାୟଣ ହୋଇ ଗାଁ ଲୋକଙ୍କ ଘର ଜାଳିଦେଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓବାଦୀ-ଗ୍ରାମବାସୀ ମୁହାଁମୁହିଁ । ମାଓବାଦୀଙ୍କୁ ହତ୍ୟା କଲେ ଗାଁ ଲୋକ। ପ୍ରତିଶୋଧ ପରାୟଣ ହୋଇ ଗାଁ ଲୋକଙ୍କ ଘର ଜାଳିଦେଲେ ମାଓବାଦୀ। ଘଟଣା ଘଟିଛି ମାଲକାନଗିରି ଜନ୍ତୁରାଇ ଗାଁରେ। ଜଣେ ମାଓବାଦୀକୁ ଢେଲାପଥର ମାଡ଼ କରି ମାରିଦେଇଛନ୍ତି ଗାଁଲୋକେ । ଗତକାଲି ରାତିରେ…

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ମାଲକାନଗିରି ଗସ୍ତ, ୩୩ଟି ପ୍ରକଳ୍ପର କଲେ…

କେନ୍ୟୁଜ୍(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ମାଲକାନଗିରି ଗସ୍ତ । ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ାଠାରେ ୩୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ରହିଛି ଶିକ୍ଷକମାନଙ୍କ ରହିବା ପାଇଁ କ୍ଳଷ୍ଟର ବିଲ୍ଡିଂ, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ।…

ମାଲକାନଗିରିରେ ଅଜଣା ରୋଗର ଆତଙ୍କ, ୧୫ଦିନରେ ୬ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଅଜଣା ରୋଗରେ ୧୫ଦିନରେ ୬ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି । ଗାଁରେ ଡାକ୍ତରୀ ଦଳ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ସେମାନଙ୍କ ରକ୍ତ ଓ ଅନ୍ୟ ନମୁନା ସଂଗ୍ରହ କରାଯାଉଛି । ପ୍ରାଥମିକ ଭାବେ ଏକ୍ୟୁଟ ରେସପିରେଟୋରୀ…

ମାଲକାନଗିରିରେ ଗଡ଼ିଲା ବିଜୁ ହେଲ୍‌ଥ ଏକ୍ସପ୍ରେସ୍‌ ସେବା, ରୋଗୀ ଓ ସମ୍ପର୍କୀୟଙ୍କୁ ମାଗଣାରେ ନେବା ଆଣିବା କରିବ ବସ୍‌

ମାଲକାନଗିରି(କେନ୍ୟୁଜ୍): ଗଡ଼ିଲା ବିଜୁ ହେଲ୍‌ଥ ଏକ୍ସପ୍ରେସ୍‌ ସେବା । ଏହାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌ । ମାଲକାନଗିରିରୁ ଜନ୍ତାପାଇ ଓ ମୋଟୁକୁ ଗଡ଼ିଛି ଏହି ବସ୍‌ । ଉପାନ୍ତ ଅଞ୍ଚଳର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଜୁ ହେଲ୍‌ଥ ଏକ୍ସପ୍ରେସ୍‌ ସେବା ଆରମ୍ଭ ହୋଇଛି…

ମାଲକାନଗିରି: ସହି ହେଉନି ଅଜଣା ରୋଗର ଦାଉ, ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଚମ୍ପା

ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ଅଜଣା ରୋଗ ମୋତେ ପ୍ରତି ମୁହୁର୍ତ୍ତରେ ଦେଇ ଚାଲିଛି ଯମ ଯନ୍ତ୍ରଣା। ଆଉ  ସହି ହେଉନାହଁ ଏହି ରୋଗର ଦାଉ। ବାପା ମା ମଧ୍ୟ ଅନେକ ଟଙ୍କା ଖର୍ଚ୍ଚକରି ନୟାନ୍ତ ହୋଇସାରିଲେଣି। ତେଣୁ ମୁଁ ଆଉ ବଞ୍ଚିବାକୁ ଚାହୁଁନି ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ। ଇତି ଆପଣଙ୍କର …

ଭିଜିଲାନ୍ସ ଜାଲରେ ମାନ୍ୟମକୋଣ୍ଡା ଆର୍‌. ଆଇ, ଜମି ମ୍ୟୁଟେସନ୍‌ ପାଇଁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ

ମାଲକାନଗିରି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆର୍‌. ଆଇ। ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ଆର୍‌. ଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ। ଏମ୍‌ଭି-୬୭ ଗାଁର ଦୀପଙ୍କର ମଣ୍ଡଳଙ୍କଠାରୁ ଜମିର ମ୍ୟୁଟେସନ୍‌ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ମାଓବାଦୀଙ୍କୁ ମିଳୁନି ଟଙ୍କା, ସଂଗଠନ ପାଇଁ ଟଙ୍କା ଯୋଗାଡ କରିବାକୁ ଆଦିବସୀ ଯୁବକଙ୍କୁ କରୁଛନ୍ତି ନିଶାନା, ନପାରିଲେ…

ମାଲକାନଗିରି(କେନ୍ୟୁଜ୍): ନକ୍ସଲଙ୍କ ଅମାନୁଷିକ କାଣ୍ଡ। ଆଦିବାସୀ ବଣ୍ଡା ଯୁବକକୁ ମାଓବାଦୀଙ୍କ ନିସ୍ତୁକ ମାଡ଼। ମାଓ ସଂଗଠନରେ ଟଙ୍କା ଅଭାବ ହେବାରୁ ଏହାକୁ ଯୋଗାଡ଼ କରିବା ପାଇଁ ବଣ୍ଡା ଯୁବକକୁ ମାଡ଼ମାରି ଲହୁଲୁହାଣ କରିଛନ୍ତି। ନକ୍ସଲଙ୍କ ଏଭଳି ଅମାନବୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା…

ଆନ୍ଧ୍ର ପ୍ରଦେଶ ଗ୍ରେହାଉଣ୍ଡ ଟିମକୁ ସଫଳତା, ଏନକାଉଣ୍ଟରରେ ନିହତ କଲା ୫ ମାଓବାଦୀଙ୍କୁ

ମାଲକାନଗିରି(କେନ୍ୟୁଜ୍): ଗଡ଼ିଲା ୫ ମାଓବାଦୀଙ୍କ ମୁଣ୍ଡ। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏନକାଉଣ୍ଟର। ବିଶାଖାପାଟଣା ମାଡିକାମାଲୁ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏହି ଏନକାଉଣ୍ଟର କରିଥିଲା। ଏତିକିବେଳେ ଉଭୟ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଚାଲିଥିଲା ଗୁଳି ବିନିମୟ।…

ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୩ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ବଡ଼ ସଫଳତା। ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ। ଏମାନଙ୍କ ମଧ୍ୟରେ ଦୁଇଜଣ ମହିଳା ନକ୍ସଲ ଥିବା ବେଳେ ସେମାନଙ୍କ ଉପରେ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ…