malkangiri

ଆକାଶପଥରେ ଯୋଡ଼ି ହେଲା ସ୍ବାଭିମାନ ଅଞ୍ଚଳ, ଆଜି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି (କେନ୍ୟୁଜ): ଲାଲଗଡ଼କୁ ଉଡ଼ିବ ବିମାନ । ମାଲକାନଗିରି ଜିଲ୍ଲା ବିକାଶରେ ଯୋଡ଼ିବ ଆଉ ଏକ ପର୍ଦ୍ଦ । ଆକାଶପଥରେ ଯୋଡ଼ି ହେଲା ସ୍ବାଭିମାନ ଅଞ୍ଚଳ ।…

6 months ago

ସୀମାନ୍ତରେ ନକ୍ସଲ ହମ୍‌ଲା: ପୋଲିସ-ମାଓବାଦୀ ଗୁଳିବନିମୟ, ଜଣେ ଯବାନ ସହିଦ

ମାଲକାନଗିର (କେନ୍ୟୁଜ): ମାଓବାଦୀଙ୍କ ଗୁଳିରେ CRPF ASI ସହିଦ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦ କ୍ୟାମ୍ପରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ…

6 months ago

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଠାବ ହେଲା ମାଓବାଦୀଙ୍କ ଡମ୍ପ, ବିପୁଳ ମାରଣାସ୍ତ୍ର ଜବତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି। ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରୁ ମାଓବାଦୀଙ୍କ ଡମ୍ପ ଜବତ କରିଛି DVF ଯବାନ। ପୋଲିସକୁ…

7 months ago

ସ୍କୁଲ୍ ରେ ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଓ ଅସଦ ବ୍ୟବହାର ଭିଡିଓ ଦେଖାଇ ଫସିଗଲେ ପ୍ରଧାନଶିକ୍ଷକ, ଧରାପଡ଼ି ହେଲେ ନିଲମ୍ବିତ

ଗୁରୁଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ଖୋଦ ଅଭିଭାବକ । ସ୍କୁଲ୍ ର ଏ କୁଆଡେ ପ୍ରଧାନ ଶିକ୍ଷକ । କିନ୍ତୁ…

7 months ago

ସମ୍ପର୍କରେ କଳଙ୍କ ଲଗାଇଲା ବାପା, ନିଜର ୧୩ ବର୍ଷୀୟା ଝିଅକୁ କଲା ଦୁଷ୍କର୍ମ

ମାଲକାନଗିରି (କେନ୍ୟୁଜ): ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ପିତା । ନିଜ ୧୩ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା ।…

8 months ago

ଡ୍ରୋନ କ୍ୟାମେରାରେ ମାଓବାଦୀଙ୍କ ଚିତ୍ର, ସୁରକ୍ଷାକର୍ମୀଙ୍କ ସହ ନକ୍ସଲଙ୍କ ଗୁଳି ବିନିମୟ

ମାଲକାନଗିରି (କେନ୍ୟୁଜ): ଡ୍ରୋନ କ୍ୟାମେରାରେ ମାଓବାଦୀଙ୍କ ଚିତ୍ର। ବିଜାପୁର ବିଧାନସଭା ନିର୍ବାଚନ ସମୟରେ ଗଙ୍ଗାଲୁରର ମାର୍ଗ ପଦେଡାର ଦକ୍ଷିଣରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା।…

8 months ago

ପୁଣି ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ୩ ଗ୍ରାମବାସୀଙ୍କୁ କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ବିଧାନସଭା ନିର୍ବାଚନର ୫ ଦିନ ପୂର୍ବରୁ ଛତିଶଗଡ଼ରେ ମାତିଲେ ମାଓବାଦୀ । ବସ୍ତର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ତିନି ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି…

8 months ago

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି (କେନ୍ୟୁଜ): ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ। ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ ।…

9 months ago

ବିକାଶ ପଥରେ ମାଲକାନଗିରି ଜିଲ୍ଲା, ଆଜି ବଣ୍ଡାଘାଟିରୁ ’ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନାଗିରିର (କେନ୍ୟୁଜ); ଗାଁ ପାଇଁ ଲକ୍ଷ୍ମୀ। ଆଜିଠାରୁ ଗାଁରୁ ବ୍ଲକ ଗଡ଼ିବ ବସ୍ । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ଆରମ୍ଭ ହେବ ବସ୍ ସେବା । ଆଜି…

9 months ago

ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ, ଜାତୀୟ ରାଜପଥରେ ଯାତାୟତ ଠପ୍‌

ମାଲକାନଗିରି (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଟ୍ରକ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟି ନିକଟରେ ଏକ କାଠ ବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ଜୟପୁରରୁ…

10 months ago

ଜଙ୍ଗଲ ମଝିରେ ଗୀତର ତାଳେ ତାଳେ ଝୁମିଲେ ମାଓବାଦୀ; ଭାଇରାଲ ହେଲା ଭିଡ଼ିଓ

ମାଲକାନଗିରି (କେନ୍ୟୁଜ): ବର୍ଷା ୠତୁରେ ପ୍ରକୃତିର ଅପୂର୍ବ ସୁନ୍ଦର ଦୃଶ୍ୟ ମଧ୍ୟରେ ନାଚଗୀତରେ ମସଗୁଲ ହେଲେ ମାଓବାଦୀ । ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ଝୁମିଲେ…

10 months ago

କେନ୍ୟୁଜର ପ୍ରଭାବ: ଦୁଇ ଅନାଥ ଭଉଣୀକୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ

କାଲିମେଳା (କେନ୍ୟୁଜ): ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା-ମା । ଅନାଥ ହୋଇଗଲେ ୨ ଛୁଆ ।  ପାଠ ପଢିବେ ଭଲ ଚାକିରି କରିବେ ଏମିତି ଅନେକ…

10 months ago