Browsing Tag

malkangiri

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ। ଫରସଗାଓଁ ନିକଟରେ ଏକ ଟ୍ରକକୁ ଜାଳିଦେଲେ ମାଓବାଦୀ। ଛୋଟେ ଡଙ୍ଗର ଖାଦାନରୁ ଲୁହା ପଥର ବୋଝେଇ ଆଣିବା ପାଇଁ ଯିବା ବେଳକୁ ମାଓବାଦୀ ଉଭୟ ପାର୍ଶ୍ଵରେ ଗଛ କାଟି…

ସ୍ୱାଭିମାନ ଅଞ୍ଚଳରେ ହେବ ପୁଷ୍ପା-2 ସୁଟିଂ, ଓଡିଶା ଆସିବେ ଅଲୁ ଅର୍ଜୁନ

ମାଲକାନଗିରି (କେନ୍ୟୁଜ): ସ୍ୱାଭିମାନ ଅଞ୍ଚଳରେ ପୁଷ୍ପାରାଜ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସୁଟିଂ ହେବ ସାଉଥ୍‌ ସୁପରହିଟ୍‌ ଫିଲ୍ମ ପୁଷ୍ପାର ପାର୍ଟ-2 । ସୁଟିଂ ପାଇଁ ଓଡ଼ିଶା ଆସିବେ ପୁଷ୍ପାରାଜ ତଥା ସାଉଥ୍‌ ଷ୍ଟାଇଲିସ୍‌ ଷ୍ଟାର ଅଲୁ ଅର୍ଜୁନ । ସ୍ୱାଭିମାନ ଅଞ୍ଚଳର ଝୁଲାପୋଲ,…

ଦୁଃଖ ବୁଝିଲେ ସରକାର: ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ପ୍ରଥମ ସରକାରୀ ବସ୍

ମାଲକାନଗିର (କେନ୍ୟୁଜ): ପ୍ରଥମ କରି ମାଲକାନଗିରି ଜିଲ୍ଲାର ଲାଲ୍ ଗଡ଼ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ବସ। ମାଲକାନଗିରି ଠାରୁ ପଣସପୁଟକୁ ଆଜି ଠାରୁ ସରକାରୀ ବସର ଶୁଭାରମ୍ଭ ହେଲା। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର…

ଦାମ୍ପତ୍ୟ କଳହର ଉଗ୍ର ପରିଣତି: ସ୍ତ୍ରୀକୁ ତୀର ମାରିଲା ସ୍ୱାମୀ, ମହିଳା ଗୁରୁତର

ମାଲକାନଗିରି (କେନ୍ୟୁଜ): ସ୍ତ୍ରୀକୁ ତୀର ମାରିଲା ସ୍ୱାମୀ । ତୀର ମାଡ଼ରେ ମହିଳା ଗୁରୁତର । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋମଲପୁରମ୍‌ ଗାଁରେ ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର । ମହିଳାଙ୍କ ପେଟରେ ପଶିଯାଇଛି ତୀର । ଅଭିଯୁକ୍ତ ସ୍ୱାମୀ ଏବେ ଫେରାର ଅଛି । ଗୁରୁତର…

ସାବସ୍ ‘ଟମି’ : ସାପ କବଳରୁ ମାଲିକ ଜୀବନ ବଞ୍ଚାଇଦେଲା ପୋଷା କୁକୁର

ମାଲକାନଗିରି(କେନ୍ୟୁଜ୍): ବିଷ ଧର ସାପ ସହ କୁକୁର ମଧ୍ୟରେ ଲଢେ଼ଇ। ପୁଣି ନିଜ ମାଲିକର ବିଶ୍ଵସ୍ତ ସାଜିଲା ପୋଷା କୁକୁର। ବିଷ ଧର ସାପକୁ ଘରେ ପୁରାଇ ଦେଲାନି ପୋଷା କୁକୁର। ନିଜ ଜୀବନକୁ ଖାତିର ନକରି ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଘର ଦୁଆରେ ବାଟ ଓଗାଳି ବସିଲା ‘ଟମି’। ଦୀର୍ଘ ସମୟ ଏମିତି…

ଚଳଚଞ୍ଚଳ ମାଲକାନଗିରି: ଆରମ୍ଭ ହୋଇଛି ଆଦିବାସୀ ପରମ୍ପରାର ପ୍ରସିଦ୍ଧ ବଡ଼ଯାତ୍ରା, ଲାଗିଛି ଭକ୍ତଙ୍କ ସମାଗମ

ମାଲକାନଗିରି (କେନ୍ୟୁଜ): ଆଦିବାସୀ ପରମ୍ପରାକୁ ନେଇ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ହେଉଛି ବଡ଼ ଯାତ୍ରା। ଆସନ୍ତା ୭ ତାରିଖ ପର୍ଯ୍ଯନ୍ତ ଜିଲ୍ଲାର ସବୁ ଠାରୁ ବଡ଼ ପର୍ବ ବଡ଼ ଯାତ୍ରା ପାଳିତ ହେବ। ମାଝିବନ୍ଧରେ ଠାକୁର ପୂଜା ପାଇବା ପରେ ଏବେ ମାଣ୍ଡିଆ ଭଟାରେ ଠାକୁର ପୂଜା ପାଉଛନ୍ତି।…

ପୁଣି ଗର୍ଜିଲା ମାଓବାଦୀଙ୍କ ଲ୍ୟାଣ୍ଡମାଇନ, ବିସ୍ଫୋରଣରେ ହେଡ୍‌ କନେଷ୍ଟବଳ ମୃତ

ମାଲକାନଗିରି(କେନ୍ୟୁଜ୍):  IED ବିସ୍ଫୋରଣରେ ହେଡ୍‌ କନେଷ୍ଟବଳ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ । ୧୬୦ ବାଟାଲିୟନ ହେଡ୍‌ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ…

ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡାଦୌଡ଼ ପ୍ରତିଯୋଗିତା: ଭାଗ ନେଲେ ୨୧ ଜଣ ଘୋଡା ସବାର

ମାଲକାନଗିରି(କେନ୍ୟୁଜ୍): ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡାଦୌଡ଼ ପ୍ରତିଯୋଗିତା । ସ୍ୱାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକ ଲାଉଗୁଡ଼ା ଗାଁରେ ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡ଼ାଦୌଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଛି । ଲାଓଗୁଡା ଠାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଓଡ଼ିଶାରେ ପ୍ରଥମ କରି…

ମାଲକାନଗିରି: ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବାରୁ ୧୦ ଶିକ୍ଷକ ଶିକ୍ଷୟିତ୍ରୀ ବହିଷ୍କୃତ

ମାଲକାନଗିରି(କେନ୍ୟୁଜ୍):  ୧୦ ଶିକ୍ଷକ ଶିକ୍ଷୟିତ୍ରୀ ବହିଷ୍କୃତ। ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବହିଷ୍କୃତ କଲେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ଜଣ ଶିକ୍ଷକ ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁ ସେମାନଙ୍କୁ…

 ଶେଷ ହେଲା କିସ୍‌ କିଟ୍‌ ଦ୍ବାରା ପ୍ରାୟୋଜିତ ଆଇପିଏଲ ଢଙ୍ଗରେ ଏମ୍‌.ପି.ଏଲ

ମାଲକାନଗିରି(କେନ୍ୟୁଜ୍):ଶେଷ ହେଲା ମାଲକାନଗିରି ପ୍ରିମୀୟର ଲିଗ୍‌। ଆଇପିଏଲ ଢଙ୍ଗରେ ଏମ୍‌.ପି.ଏଲ ଆୟୋଜିତ କରାଯାଇଥିଲା। କିସ୍‌ କିଟ୍‌ ପକ୍ଷରୁ MPL କୁ ସ୍ପନ୍ସର କରାଯାଇଥିଲା। Kiss ଏବଂ କିଟ୍‌ ଅନୁଷ୍ଠାନ ସଦାସର୍ବଦା ଖେଳାଳିଙ୍କୁ ବିଭନ୍ନ ମାଧ୍ୟମ ରେ ସହାୟତା କରି ଆସିଛି। ମାଲକାନଗିରି…

ଜଗଦଲପୁର ମାଲଗାଓଁରେ ଭୁଶୁଡ଼ିଲା ଖଣି, ମାଟି ତଳେ ଚାପି ହୋଇ ୭ ମୃତ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଗଦଲପୁର ମାଲଗାଓଁରେ ଅଘଟଣ। ଚୂନ ମାଟି ଖାଦାନରୁ ମାଟି ସଂଗ୍ରହ ବେଳେ ମାଟି ଧସି ୭ ଜଣଙ୍କ ଜୀବନ ହାନି। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଏବଂ ୬ ମହିଳା। ଏବେ ବି ଆଜି ମଧ୍ୟାହ୍ନରେ ଜଗଦଲପୁର ମାଲଗାଁଓର ଏକ ଖଣିରେ…

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ:ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ମଜବୁତ…

ଭୁବନେଶ୍ବର(କେନ୍ୟୁଜ୍):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର…