Browsing Tag

malkangri

ମାଲକାନଗିରି ଏସ୍‌ପିଙ୍କ ଆହ୍ବାନ: କରୋନା ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଚିକିତ୍ସା କରାଯିବ

 ମାଲକାନଗିରି(କେନ୍ୟୁଜ୍): ଲାଲବାହିନୀରେ ପଶିଲା କରୋନା । ଓଡ଼ିଶା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ମହାମାରୀ କରୋନା ନେଲାଣି ଅନେକ ମାଓବାଦୀଙ୍କ ଜୀବନ । କରୋନା କିମ୍ବା ଅନ୍ୟ ରୋଗରେ ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ସେମାନଙ୍କ ଚିକିତ୍ସା କରାଯିବ । ଛତିଶଗଡ଼ ପୋଲିସ…

ମାଲକାନଗିରି: ଚିକିତ୍ସାରେ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମୃତ ଦେହ ରଖି ଧାରଣା

ମାଲକାନଗିରି(କେନ୍ୟୁଜ୍):  ଚିକିତ୍ସାରେ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତ ଦେହ ରଖି ଧାରଣାରେ ବସିଲେ ପରିବାର ଲୋକେ। ମାଲକାନଗିରି ଜିଲ୍ଲା ୧୧୯ କଲୋନୀର ସହଦେବ ନାଗଙ୍କ ୭ ବର୍ଷର ଝିଅର ଗୋଟିଏ ହାତ ଅକାମୀ ଥିଲା। ଛୋଟ ବେଳେ ନିଆଁ…