Browsing Tag

mall open today

ଆଜିଠୁ ଦେଶରେ ଖୋଲୁଛି ଧାର୍ମିକ ଅନୁଷ୍ଠାନ, ମଲ୍‌ ଓ ରେଷ୍ଟୁରାଣ୍ଟ : କଟକଣା ଭିତରେ ସବୁ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ…

ଭୁବନେଶ୍ବର : ଦୀର୍ଘ ଅଢେଇ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ଦେଶରେ ଖୋଲୁଛି ସମସ୍ତ ଧାର୍ମିକ ଅନୁଷ୍ଠାନ। ଏହା ସହିତ ଖୋଲୁଛି ମଲ୍‌ ଓ ରେଷ୍ଟୁରାଣ୍ଟ । ଅନେକ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲା ଯାଇଥିବା ବେଳେ କେନ୍ଦ୍ରର ସମସ୍ତ ଗାଇଡ୍‌ ଲାଇନ୍‌ ପାଳନ କରି ଭିରକୁ ଯିବେ ଶ୍ରଦ୍ଧାଳୁ ।…