ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଖୁସି ଖବର, ମାଲଓ୍ଵୟାର ବିରୁଦ୍ଧରେ Google ନେଉଛି ବଡ ପଦକ୍ଷେପ
ଆପଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ବହୁତ ଥର ନୋଟିସ କରିଥିବେ ଆପଣଙ୍କ ଡିଭାଇସ ଅନେକ ଥର ମାଲ୍ଟଓ୍ଵୟାର ଆଟାକର ଶିକାର ହୋଇଥିବ। ପ୍ରାୟ ଏମିତି ଖବର ଆସେ ଯେ ଗୁଗଲ ପ୍ଲେ ଷ୍ଟୋରରେ ଏମିତି କିଛି ଆପ୍ ଅଛି ଯାହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରୀ କରୁଛି। ଏଥିରେ ମାଲଓ୍ଵୟାର,…