କଟକ ଏସସିବିରେ ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା, ରୋଗୀଙ୍କୁ ଭେଟିଲେ , ଚିକିତ୍ସା ବ୍ୟବସ୍ଥାକୁ ପ୍ରଶଂସା କଲେ
କଟକ(କେନ୍ୟୁଜ) : ବାହାନାଗା ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବା ପାଇଁ ଆଜି କଟକରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକ ଏସସିବି ମେଡିକାଲ ପରିଦର୍ଶନ କରି ପଶ୍ଚିମବଙ୍ଗର ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟ ବ୍ୟବସ୍ଥା ତଦାରଖ କରିଛନ୍ତି ।
ଏସସିବିର…