Browsing Tag

mamata Banerjee

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା, ପଶ୍ଚିମବଙ୍ଗ ବିଧାନସଭାରେ ଋତବ୍ରତ ବାନାର୍ଜୀ ହେବେ ବିରୋଧୀ ଦଳ ନେତା

କୋଲକାତା : ପୁଣି ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ଟିଏମସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ବିଧାନସଭାରେ ବିରୋଧୀ ଦଳ ନେତା ରହିବେ ବୋଲି କହିଛନ୍ତି କୋଲକତା ହାଇକୋର୍ଟ । ଏଠାରେ ବିଧାନସଭା ବାଚସ୍ପତି ରଥେନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦିଆଯାଇଥିଲା…

TMC ରେ ବିଦ୍ରୋହ, ହାରିବା ପରେ ଘାରିଲା ଭାଙ୍ଗିବା ଭୟ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସରେ ବଡ ଧରଣର ବିସ୍ଫୋରଣ । ଦଳର ୬୦ ବିଦ୍ରୋହୀ ବିଧାୟକଙ୍କୁ ସ୍ୱୀକୃତି ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି । ଟିଏମସିରୁ ନିଲମ୍ବିତ ବିଧାୟକ ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ମିଳିଛି । ଆଜି ରିତବ୍ରତଙ୍କ ନେତୃତ୍ୱରେ ତୃଣମୂଳ…

ଜମି କେଳେଙ୍କାରୀ ମାମଲାରେ କୋଲକାତାର ପୂର୍ବତନ ଡିସିପି ଗିରଫ, ମମତା ବାନାର୍ଜୀଙ୍କର ଥିଲେ ଡାହାଣ ହାତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କ୍ଷମତାର ଗତି ପରିବର୍ତ୍ତନ ହେବା ସହିତ, ଯେଉଁମାନେ ପୂର୍ବରୁ ନିଜକୁ ଆଇନଠାରୁ ଉପରେ ଭାବୁଥିଲେ ସେମାନଙ୍କ ଉପରେ ଆଇନ କଠୋର କରିବାକୁ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାହାଣ ହାତ କୁହାଯାଉଥିବା ପୂର୍ବତନ କୋଲକାତା ପୋଲିସ ଡେପୁଟି କମିଶନର…

‘ମୁଁ ହାରିନାହିଁ, ଇସ୍ତଫା ବି ଦେବିନି’, ମୁଁ ଏବେ ମୁକ୍ତ ବିହଙ୍ଗ, ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ…

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତାଙ୍କ ବଡ଼ ଘୋଷଣା । ମମତା ବାନାର୍ଜୀ ନିର୍ବାଚନ ଆୟୋଗକୁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ପଦ ତ୍ୟାଗ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା…

ବିଧାନସଭାରେ ବିଜେପି-ଟିଏମସି ବିଧାୟକଙ୍କ ମଧ୍ୟରେ ହାତାହାତି, ୫ ଜଣ ବିଜେପି ବିଧାୟକ ନିଲମ୍ବିତ

କୋଲକାତା : ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ସମୟରେ ବିଜେପି ବିଧାୟକ ଏବଂ ମାର୍ଶାଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ବିଜେପି ବିଧାୟକ ଏବଂ ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ସମେତ ପାଞ୍ଚ ଜଣ ବିଧାୟକଙ୍କୁ ଗୃହର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ…

କୋଲକାତା ଅଗ୍ନିକାଣ୍ଡ ଘଟଣା, ଦୋଷୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କୋଲକାତା: କୋଲକାତା ରେଷ୍ଟୁରାଣ୍ଟ ଅଗ୍ନିକାଣ୍ଡ  ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।  ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ହୋଟେଲ ମାଲିକ ଏବଂ ପରିଚାଳକଙ୍କୁ ଗିରଫ କରାଯାଇଛି ।  ଯଦି କୌଣସି ଦଳ କିମ୍ବା ପ୍ରଶାସନର କୌଣସି ସ୍ଥାନୀୟ ପ୍ରତିନିଧି ସେମାନଙ୍କୁ ସାହାଯ୍ୟ…

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପ୍ରବଳ ହଙ୍ଗାମା, ପ୍ରଶ୍ନ ପଚାରିଲେ ଜନତା?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲଗରେ ଭାଷଣ ଦେବା ପାଇଁ ଲଣ୍ଡନରେ ପହଞ୍ଚିଥିଲେ ।  ସେ ଭାଷଣ ଦେଉଥିବା ସମୟରେ ବହୁତ ହଙ୍ଗାମା ହୋଇଥିଲା ।  ଛାତ୍ର ଫେଡେରେସନ ଅଫ୍ ଇଣ୍ଡିଆ (SFI)ର ଛାତ୍ର ନେତାମାନେ 'ପଛକୁ ଯାଅ' ସ୍ଲୋଗାନ ଦେଇଥିଲେ ଏବଂ ଏକ…

ଆରଜି କର ମାମଲା: ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ଦାୟର କଲେ ଜନସ୍ୱାର୍ଥ ମାମଲା, ଦୋଷୀକୁ ମୃତ୍ୟୁଦଣ୍ଡ ଦାବି

ଆରଜି କର ମାମଲାରେ କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଏଲ୍) ଦାୟର କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହି ମାମଲାରେ ସରକାର ଦୋଷୀ ସଞ୍ଜୟ ରାୟ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି । ସଞ୍ଜୟକୁ ଆଜୀବନ କାରା ଦଣ୍ଡାଦେଶ ହେବା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ…

ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ମମତାଙ୍କ ବଡ଼ ବୟାନ, କହିଲେ- ମୁଁ ‘ଇସ୍ତଫା ଦେବାକୁ ପ୍ରସ୍ତୁତ’

କୋଲକତା : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ମମତା ବାନାର୍ଜୀ । କୋଲକାତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ଡାକିଥିଲେ ଦିଦି । ତୃତୀୟ ଥର ପାଇଁ ଆଲୋଚନା ପାଇଁ…

ପଶ୍ଚିମବଙ୍ଗ ବିଧାନସଭାରେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଲ୍‌ ଉପସ୍ଥାପିତ, ୧୦ ଦିନରେ ଦୋଷୀଙ୍କୁ ଫାଶୀଦଣ୍ଡ…

କୋଲକାତା ଆରଜି କର ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ନ୍ୟାୟ ଦାବି ତେଜିବାରେ ଲାଗିଛି । ଏଭଳି ସମୟରେ ମମତା ବାନାର୍ଜୀ ସରକାର ଆଣିଛନ୍ତି 'ଅପରାଜିତା ବିଲ୍' । ଏହି ବିଲରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି । ବିତର୍କ ପାଇଁ…

‘ଦୁଷ୍କର୍ମକାରୀଙ୍କୁ ୧୦ ଦିନ ମଧ୍ୟରେ ଫାଶୀଦଣ୍ଡ’, ମମତା ବାନାର୍ଜୀ ବିଧାନସଭାରେ ଉପସ୍ଥାପନ କରିବେ ବିଲ୍

କୋଲକାତା ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏପରି ଜଘନ୍ୟ ଘଟଣାକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଦାବି ହେଉଛି । ସେପଟେ ସୋମବାରଠାରୁ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।…

‘ଆପଣଙ୍କ ଉତ୍ତର ମିଳିଲା ନାହିଁ…’, କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଣି ପିଏମ୍‌ ମୋଦିଙ୍କୁ ଚିଠି ଲେଖିଲେ…

ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସିଏମ୍‌ ମମତା ଦ୍ୱିତୀୟ ଥର ପାଇଁ ମୋଦିଙ୍କୁ ଚିଠି…