ମମତା ବାନାର୍ଜୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି! ରାଜ୍ୟପାଳଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ବିଶ୍ୱବିଦ୍ୟାଳୟ…
ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ୟାବିନେଟ୍ ରାଜ୍ୟ ସଞ୍ଚାଳିତ ବିଶ୍ୱବିଦ୍ୟାଳୟକୁ ନେଇ ଗୁରୁବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅଧୀନରେ ଏବେ ରାଜ୍ୟପାଳଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ। ଏହା ସମ୍ବନ୍ଧିତ ବିଧେୟକକୁ ଖୁବ୍ଶୀଘ୍ର ବିଧାନସଭାରେ…