ମିଶନ ୧୯ ପାଇଁ ମମତା ଦିଦିଙ୍କ ମହାରାଲି , ଏକାଠି ହୋଇଛନ୍ତି ୨୦ଟି ବିଜେପି ବିରୋଧୀ ଦଳ
କୋଲକତା(କେନ୍ୟୁଜ୍) : ମିଶନ ୧୯ ପାଇଁ ମମତା ଦିଦିଙ୍କ ମହାରାଲି । ୟୁନାଇଡେଟ୍ ଇଣ୍ଡିଆ ରାଲିରେ ଏକାଠି ହୋଇଛନ୍ତି ୨୦ଟି ବିଜେପି ବିରୋଧୀ ଦଳ । ଜେଡିଏସ୍ର ଏଚ୍ଡି ଦେବେ ଗୌଡ଼ା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ,ଏନ୍ସିପିରୁ ଶରଦ ପାୱାର, ଏସ୍ପିରୁ ଅଖିଳେଶ ଯାଦବ,…