Browsing Tag

mamita meher death case

କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ତଦନ୍ତ କରିବେ ଜେଲ୍‌ DIG, ସଂଧ୍ୟା ସୁଦ୍ଧା ଦେବେ ରିପୋର୍ଟ

ବଲାଙ୍ଗିର(କେନ୍ୟୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବେ ସମ୍ବଲପୁର ରେଞ୍ଜ ଜେଲ୍‌ DIG ଅନସୂୟା ଜେନା । କଣ୍ଟାବାଞ୍ଜି ଜେଲ ଯାଇ ସେ ତଦନ୍ତ କରିବେ। ଏନେଇ ଜେଲ DIG ଶୁଭକାନ୍ତ…

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା: କଣ୍ଟାବାଞ୍ଝି ଏଡିଜେ କୋର୍ଟରେ ହାଜର ହେଲେ ୨ ଅଭିଯୁକ୍ତ

କଣ୍ଟାବାଞ୍ଝି (କେନ୍ୟୁଜ୍):ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ କଣ୍ଟାବାଞ୍ଝି ଏଡିଜେ କୋର୍ଟରେ ହାଜର ହେଲେ ଦୁଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ରାଧେ ଚଣ୍ଡୀ । ଗତ ଏପ୍ରିଲ ୫ ରେ ସାଇଣ୍ଟିଫିକ ଟେଷ୍ଟିଙ୍ଗ ରିପୋର୍ଟ ମିଳିନଥିବା ନେଇ ଏକ ପିଟିସନ୍‌ ଫାଇଲ କରିଥିଲେ ଗୋବିନ୍ଦଙ୍କ ଓକିଲ ।…

ଆଜି ହାଇକୋର୍ଟରେ ମମିତା ମେହେର ମାମଲାର ଶୁଣାଣି

କଟକ(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ମମିତାଙ୍କ ପରିବାର । ଆଜି ଜଷ୍ଟିସ ବିଶ୍‌ଜିତ ମହାନ୍ତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ…

ମମିତା ମେହେର ହତ୍ୟା ଘଟଣା: ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୃତ ମମିତାଙ୍କ ପରିବାର

କଟକ(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୃତ ମମିତାଙ୍କ ପରିବାର । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର । ମାମଲାର ତଦନ୍ତ ଫାଷ୍ଟଟ୍ରାକ୍‌…

ମମିତାଙ୍କ ବାପାଙ୍କ ଭାବପ୍ରବଣ ଭିଡ଼ିଓ, କହିଲେ ଗୋବିନ୍ଦ ସହ ଝିଅ ଯାଇ ନ ଥିଲା ରାୟପୁର 

କେନ୍ଯୁଜ୍: ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଲେ ମୃତକଙ୍କ ବାପା । କହିଛନ୍ତି, ଗୋବିନ୍ଦ ସହ ମମିତା ରାୟପୁର ଯାଇ ନ ଥିଲା । ଏହି ଘଟଣାକୁ ନେଇ ରାଜନୀତି ନ ହେଉ । କେହି ମମିତାର ଚରିତ୍ର ସଂହାର ନକରନ୍ତୁ । ସେ ଜଣେ ଭଲ ଝିଅ ଥିଲା ।…

ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା: ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ…

ଭୁବନେଶ୍ୱର(କେନ୍ଯୁଜ୍): ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଦାବି  କୁ ନେଇ ଚାରିଆଡେ ଚାଲିଛି ପ୍ରତିବାଦ। ଯାହାଫଳରେ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ…

ମମିତା ମେହେର ହତ୍ୟା ଘଟଣା: ଆଜି ଭୋରରୁ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅଭିଯୁକ୍ତ । ମମିତାଙ୍କୁ…

ମମିତା ମର୍ଡର ମିଷ୍ଟ୍ରିରୁ ହଟିଛି ପରଦା : ସରଜମିନ ତଦନ୍ତ ପାଇଁ ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଛି ପରଦା। ସରଜମିନ ତଦନ୍ତ ପାଇଁ କଳାହାଣ୍ଡିର ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି। ମିନି ଷ୍ଟାଡିୟମ ଯାଇ ସେଠାରେ କ୍ରାଇମସ୍ପଟରେ ଛାନଭିନ କରିବେ। ମିନିଷ୍ଟାଡିୟମରୁ ମମିତାଙ୍କ ମୃତଦେହ ଉଦ୍ଧାର…

ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି: ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର(କେନ୍ଯୁଜ୍): ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ । ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଭାବରେ ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିଛି।…