Browsing Tag

mamita murder case

କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ତଦନ୍ତ କରିବେ ଜେଲ୍‌ DIG, ସଂଧ୍ୟା ସୁଦ୍ଧା ଦେବେ ରିପୋର୍ଟ

ବଲାଙ୍ଗିର(କେନ୍ୟୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବେ ସମ୍ବଲପୁର ରେଞ୍ଜ ଜେଲ୍‌ DIG ଅନସୂୟା ଜେନା । କଣ୍ଟାବାଞ୍ଜି ଜେଲ ଯାଇ ସେ ତଦନ୍ତ କରିବେ। ଏନେଇ ଜେଲ DIG ଶୁଭକାନ୍ତ…

ମମିତା ମେହେର ହତ୍ୟା ଘଟଣା: ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ବହୁଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ୨ଜଣ ଗିରଫ। ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତୀ ଚନ୍ଦନଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ଥାନା ପୋଲିସ। ସାକ୍ଷୀମାନଙ୍କୁ ପ୍ରଲୋଭିତ କରିବା ଓ ଧମକାଇବା…

ମୋ ସରକାର ମମିତାଙ୍କୁ ଉଚିତ ନ୍ୟାୟ ଦେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ଘଟଣାକୁ ପାଖାପାଖି ଦୁଇ ମାସ ବିତିଥିବାବେଳେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ତିନିଦିନ ଧରି ଗୃହର ଶୀତ ଅଧିବେଶନ…

ମମିତା ହତ୍ୟା ଘଟଣାର ତଦନ୍ତ ତଦାରଖ କରିବେ ଅବସର ପ୍ରାପ୍ତ ଜିଲ୍ଲା ଜଜ

କଟକ(କେ ନ୍ୟୁଜ): ମମିତା ହତ୍ୟା ଘଟଣାର ତଦନ୍ତ ତଦାରଖ କରିବେ ଅବସର ପ୍ରାପ୍ତ ଜିଲ୍ଲା ଜଜ । ଜଷ୍ଟିସ ଏ.ବି .ଏସ ନାଇଡୁଙ୍କୁ ତଦନ୍ତ ତଦାରଖ ଦାୟିତ୍ୱ ଦେଇଛନ୍ତି ହାଇକୋର୍ଟ । ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ନିବେଦନ କରିଥିଲେ ।ଏନେଇ ହାଇକୋର୍ଟଙ୍କ ନିକଟକୁ ଏକ ଚିଠି…

ଧର୍ମେନ୍ଦ୍ରଙ୍କ ପ୍ରଶ୍ନରେ ବବିଙ୍କ ସିରିଜ୍ ଟ୍ବିଟ୍, କହିଲେ ବିରୋଧୀ ପ୍ରମାଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ଦୋଷୀକୁ…

କେନ୍ୟୁଜ୍(ବ୍ୟୁରୋ):ମମିତା ହତ୍ୟା ମାମଲାରେ ଥମୁନି ରାଜନୈତିକ ବୟାନବାଜି । ବହୁ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି ସରକାରଙ୍କୁ ଘେରୁଥିବା ବେଳେ ସେ ଚୁପ୍‌ ଥିଲେ । ପୂର୍ବରୁ କେବଳ ଗୋଟିଏ ଟୁଇଟ କରିଥିଲେ ଧର୍ମେନ୍ଦ୍ର । ଆଜି…

ମମିତାଙ୍କ ବାପାଙ୍କ ଭାବପ୍ରବଣ ଭିଡ଼ିଓ, କହିଲେ ଗୋବିନ୍ଦ ସହ ଝିଅ ଯାଇ ନ ଥିଲା ରାୟପୁର 

କେନ୍ଯୁଜ୍: ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଲେ ମୃତକଙ୍କ ବାପା । କହିଛନ୍ତି, ଗୋବିନ୍ଦ ସହ ମମିତା ରାୟପୁର ଯାଇ ନ ଥିଲା । ଏହି ଘଟଣାକୁ ନେଇ ରାଜନୀତି ନ ହେଉ । କେହି ମମିତାର ଚରିତ୍ର ସଂହାର ନକରନ୍ତୁ । ସେ ଜଣେ ଭଲ ଝିଅ ଥିଲା ।…

ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା, ଅଭିଯୁକ୍ତକୁ ଫାଶୀ ଦେବାକୁ ପରିବାରର ଦାବି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ଫିଟୁଛି ଗୁମର। କ୍ରାଇମ୍‌ସ୍ପଟ ମହାଲିଙ୍ଗ ନିର୍ମାଣଧୀନ ମିନି ଷ୍ଟାଡିୟମରେ ପହଂଚିଛନ୍ତି ମହିଳା କମିାନ ଅଧ୍ୟକ୍ଷା। ମମିତାଙ୍କ ପରିବାରକୁ ଭେଟିଛନ୍ତି ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ…

ମମିତା ମେହେର ହତ୍ୟା ମାମଲା: ସହଯୋଗୀ ରାଧେର ଘରୁ ଲେଡିଜ୍‌ ପୋଷାକ, ମୋବାଇଲ ଫୋନ୍ ଜବତ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେର ଘରୁ ପୋଲିସ କିଛି ଲେଡିଜ୍‌ ପୋଷାକ, ମୋବାଇଲ ଫୋନ ଜବତ କରିଛି। ଆଉ ଏବେ ଅଧିକ ତଥ୍ୟ ଯୋଗାଡ଼ କରିଛି ବଲାଙ୍ଗିର ପୋଲିସ। ଏପଟେ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଫିଟୁଛି…

ମମିତା ମେହେର ହତ୍ୟା ଘଟଣା: ଆଜି ଭୋରରୁ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅଭିଯୁକ୍ତ । ମମିତାଙ୍କୁ…

ମମିତା ମର୍ଡର ମିଷ୍ଟ୍ରିରୁ ହଟିଛି ପରଦା : ସରଜମିନ ତଦନ୍ତ ପାଇଁ ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଛି ପରଦା। ସରଜମିନ ତଦନ୍ତ ପାଇଁ କଳାହାଣ୍ଡିର ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି। ମିନି ଷ୍ଟାଡିୟମ ଯାଇ ସେଠାରେ କ୍ରାଇମସ୍ପଟରେ ଛାନଭିନ କରିବେ। ମିନିଷ୍ଟାଡିୟମରୁ ମମିତାଙ୍କ ମୃତଦେହ ଉଦ୍ଧାର…

ମମିତା ନିଖୋଜ ମିଷ୍ଟ୍ରି: ସତ ଓଗାଳିଲା ମୁଖ୍ୟ ଅଭିଯୁକ୍ତ, ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା, ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାର ଖୁବଶୀଘ୍ର ହେବ ପର୍ଦ୍ଦାଫାସ । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସତ ମାନିଛି ମୁଖ୍ୟ…

ମମିତା ମେହରଙ୍କୁ କରାଯାଇଛି କି ହତ୍ୟା? ଜେରା ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି କି ? ମମିତା ନିଖୋଜ ମାମଲାରେ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରାତି ତମମା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ…