Browsing Tag

MAN ARRESTED FOR INSULT TRI COLOR

ତ୍ରିରଙ୍ଗାକୁ ପରଦା କରି ଘରେ ଟାଙ୍ଗିଲେ ଶାହାରୁଖ, ଏବେ ଗିରଫ ହୋଇ ଜେଲରେ

ମୁଜାଫର ନଗର : ଇଟାରେ ତିଆରି ଅଧା ଘର । ତା ଉପରେ ଗୋଟିଏ ଟିଣ ପକାଇ ଛାତ କରାଯାଇଛି । ଦରଜା ବୋଲି କିଛି ନଥିଲା । ତେଣୁ ଘରେ ରହୁଥିବା ଷ୍ଟେସନ୍ କୁଲି ଜଣକ ପରଦା ଭାବେ ଟାଙ୍ଗି ଦେଲେ ଜାତୀୟ ପତାକାକୁ । ତାଙ୍କର ଧାରଣା ନଥିଲା ସେ କେତେବଡ଼ ଭୁଲ ଓ ଗର୍ହିତ ଅପରାଧ କରି ବସିଛନ୍ତି । ଘଟଣା…