Browsing Tag

man burned notes

ଇଏ କି ପାଗଳାମୀ ! ଥଣ୍ଡାରୁ ରକ୍ଷା ପାଇବା ପାଇଁ ୫୦୦ ଟଙ୍କିଆ ବିଡ଼ା ଜାଳିଦେଲେ ବ୍ୟକ୍ତି

ଅତ୍ୟଧିକ ଥଣ୍ଡାରୁ କିଛିଟା ରକ୍ଷା ପାଇବା ପାଇଁ ଲୋକେ ସାଧାରଣତଃ ନିଆଁର ସାହାରା ନେଇଥାନ୍ତି । ଆଉ ଏହି ନିଆଁ ପାଇଁ ଲୋକେ କାଠି, କୁଟା, କାଗଜ, ପ୍ଲାଷ୍ଟିକ ପରି ଆବର୍ଜନା ଆଦିର ବ୍ୟବହାର କରିଥାନ୍ତି । କିନ୍ତୁ ଥଣ୍ଡାରୁ ବଞ୍ଚିବା ପାଇଁ ଯେ ଜଣେ ନୋଟ ଜଳାଇପାରେ ସେ କଥା ହୁଏତ ଆପଣ ବିଶ୍ୱାସ…