Browsing Tag

man climbing to bus

ରିଲ୍ ନୁହେଁ ରିୟଲ ବାହୁବଳୀ: ମୁଣ୍ଡରେ ବାଇକ୍ ଥୋଇ ବସ୍ ଉପରକୁ ଚଢିଗଲେ ବ୍ଯକ୍ତି, ଭିଡିଓ ଭାଇରାଲ

ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଭଳି ଏକ ଅଦ୍ଭୁତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣମାନେ ମଧ୍ଯ ଆଶ୍ଚର୍ଯ୍ଯ ହୋଇ ରହିଯିବେ। ଏହି ଭିଡିଓରେ ଜଣେ ବ୍ଯକ୍ତି ବାଇକ୍ କୁ ମୁଣ୍ଡ ଉପରେ ରଖି ବସ୍ ଉପରେ ଚଢୁଛନ୍ତି।…