ଉଡ଼ନ୍ତା ବିମାନରେ ବ୍ୟକ୍ତି କହିଲେ ସେ କରୋନା ଆକ୍ରାନ୍ତ, ଜାଣିବା ପରେ ପାଇଲଟ୍ କଲେ ଏମିତି କାମ ଯାହା କେହି କେବେ ଭାବି…
କରୋନା ଭାଇରସ୍ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ରେ ୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଏହି ମହାମାରୀ ରୋଗର ଭୟ ଏବେ ସାରା ବିଶ୍ୱରେ ଦେଖାଦେଇଛି। ଇତି ମଧ୍ୟରେ କରୋନାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। କାନାଡ଼ାରେ ଜଣେ ଯୁବକ ବିମାନ ଯାତ୍ରା କରିବା ବେଳେ ସେ କରୋନା…