ରେଳ ଧାରଣାରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବଲାଙ୍ଗିର (କେନ୍ୟୁଜ): ରେଳ ଧାରଣାରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତକ ହେଲେ ତ୍ରିପୁରାରୀ ପାଣିଗ୍ରାହୀ । ଖୁଜେନ ପାଳିରେ ରେଳ ଧରଣାରୁ ମୃତଦେହ ଉଦ୍ଧାର । ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ…