କଟକ ମହାନଦୀରେ ବୁଡି ଯୁବକ ମୃତ
କଟକ(କେନ୍ଯୁଜ୍) : କଟକ ମହାନଦୀରେ ପୁଣି ଅଘଟଣ। ମଠସାହି ଘାଟିରେ ଗାଧୋଉଥିବାବେଳେ ପାଣିରେ ବୁଡି ଯୁବକ ମୃତ। ମୃତକ ଜଣକ ରୋହନ ମଲ୍ଲିକ। ଗତକାଲି ରୋହନ ନିଜ ୪ଜଣ ସାଙ୍ଗଙ୍କ ସହ ଗାଧୋଇବାକୁ ମହାନଦୀକୁ ଯାଇଥିଲେ। ତେବେ ହତାଠ୍ ମଝି ନଦୀରେ ବୁଡି ଯାଇଥିଲେ। ରୋହନ ପହଁରା ଜାଣିଥିଲେ ମଧ୍ୟ…