Browsing Tag

Man Died After Attending a ‘Covid Party’

କରୋନାକୁ ହାଲ୍‌କା ଭାବେ ନେଇ କରୋନା ପାର୍ଟିରେ ଦେଇଥିଲେ ଯୋଗ, ଯୁବକଙ୍କ ଚାଲିଗଲା ଜୀବନ

ଲଣ୍ଡନ : କରୋନା ଏବେ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଏଯାଏ କରୋନା ପ୍ରାୟ ୨୧୫ ଦେଶରେ ତା’ର କାୟା ବିସ୍ତାର କରିସାରିଛି । ଏକ ପରିସଂଖ୍ୟାନ ଅନୁଯାୟୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧ କୋଟି ୩୫ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୭୧ ହଜାର ଲୋକଙ୍କର ପ୍ରାଣହାନୀ…