Browsing Tag

man dies

ବାରହା ଫାସରେ ପଡ଼ି ଯୁବକ ମୃତ, ବାରହା ପାଇଁ ବିଦ୍ୟୁ ତାର ବିଛାଯାଉଥିଲା

ବୌଦ୍ଧ  : ବାରହା ଫାସରେ ପଡ଼ି ଯୁବକ ମୃତ। ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ସେଥିରେ ଫସିଯାଇଥିଲେ ଯୁବକ। ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଗୁରୁଜିମୁଣ୍ଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।…

ଦୁର୍ଘଟଣାରେ ଗଲା ବ୍ୟକ୍ତିଙ୍କ ଜୀବନ, ଶୋକରେ ବୁଡିଥିବା ବେଳେ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ଅନୁଗୁଳ  : ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବିଳମ୍ବିତ ରାତିରେ ମୃତ ବ୍ୟକ୍ତିଙ୍କ ଘରେ ପଶି କଳାକନା ବୁଲାଇ ଦେଲେ ଲୁଟେରା । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବାଲିଆମ୍ବ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଜୟ ସାହୁ।…

ବାଇକକୁ ଧକ୍କା ଦେଲା ଟ୍ରେଲର, ସ୍ତ୍ରୀ ଓ ଝିଅ ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ସୁନ୍ଦରଗଡ଼: ସ୍ତ୍ରୀ ଓ ଝିଅ ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଆଜି ସକାଳେ ବାପା ଓ ମାଆ ଝିଅକୁ ବାଇକରେ ସ୍କୁଲକୁ ନେଇ ଯାଉଥିବାବେଳେ ଏକ ଟ୍ରେଲର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ…

ଗଣେଶଙ୍କୁ ବିଦାୟ ଦେବା ସହ ଘର ଲୋକଙ୍କୁ ବି ବିଦାୟ ଦେଲା ପବିତ୍ର, ପୁଅକୁ ହରାଇ ଝୁରୁଛି ପରିବାର

ଗଣେଶ ଭସାଣି ପାଇଁ ଗାଁର ଯୁବକମାନେ ବେଶ ଖୁସି ଥିଲେ । ବାଜା ବାଜଣାରେ କମ୍ପୁଥିଲା ଗାଁ ଦାଣ୍ଡ । ବାଜାର ତାଳେ ତାଳେ ନାଚୁଥିଲେ ସେହି ଗାଁର ଯୁବକ ଦଳ । କିନ୍ତୁ ହଠାତ ସବୁ କିଛି ସ୍ତବ୍ଧ ହେଇଗଲା । ଖୁସିର ମାହୋଲ ଫିକା ପଡିଗଲା । କାହିଁକି ନା ଗାଁର ସମସ୍ତ ଯୁବକ ନାଚୁଥିବାବେଳେ ଘଟିଗଲା ବଡ଼…

ମୃତ୍ୟୁକୁ ଛୁଇଁ ଫେରି ଆସିଲେ ବ୍ୟକ୍ତି, ୪୫ ମିନିଟ ପାଇଁ ଅଟକି ଯାଇଥିଲା ନିଃଶ୍ୱାସ

ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି । ଅନେକ ସମୟରେ କିଛି ଲୋକଙ୍କର ମୃତ୍ୟୁ ହୋଇଯାଏ କିନ୍ତୁ ହଠାତ ସେମାନେ ଜିଇଁ ଉଠନ୍ତି । ନିକଟରେ ଏମିତି କିଛି ଜଣେ ବ୍ୟକ୍ତିଙ୍କ ସହ ହୋଇଛି । ଆମେରିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ୪୫ ମିନିଟ ପରେ ସେ ହଠାତ ବଞ୍ଚି ଉଠିଥିଲେ । ଭିନ୍ସେଣ୍ଟ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ପ୍ରାଣ ଗଲା

ସୋରଡା(କେନ୍ୟୁଜ୍): ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନାହିଁ । ଆଗପଛ ବିଚାର କରିବାର ଜ୍ଞାନ ହରାଇଲାଣି ମଣିଷ । ସାମାନ୍ୟ କଥାକୁ ନେଇ ଘଟାଉଛି ଏଭଳି କାଣ୍ଡ ଯାହା ଏ ମଣିଷ ଜାତି ପାଇଁ ଲଜ୍ଜା । କାନ୍ଦ…

ବାରହା ଫାଶ ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଝାରସୁଗୁଡା (କେନ୍ୟୁଜ): ବାରାହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ମୃତ ଯୁବକ ଜଣକ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସେମଲିଆ ଗ୍ରାମ ଛବିଳ ସା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଛବିଳ ଆଜି ସକାଳୁ ସେମଲିଆ ଗାଁର ମୁଣ୍ଡା…

ପାରିବାରିକ କଳହର କରୁଣ ପରିସ୍ଥିତି: ସ୍ତ୍ରୀକୁ ହତ୍ୟା ପରେ ଝୁଲି ପଡିଲା ସ୍ବାମୀ

ଭଦ୍ରକ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିସ୍ଥିତି। ନିଜ ସ୍ତ୍ରୀକୁ କଟୁରୀରେ ହତ୍ୟା କରିବା ପରେ ଗଛରେ ରସି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଧିନସ୍ଥ ମୁଲଣା ସାହି ଗ୍ରାମରେ। ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ…

କୋଇଲା ମାଫିଆଙ୍କ ଗାଡ଼ି ଧକ୍କାରେ ଜଣେ ମୃତ, ଘଟଣାସ୍ଥଳରେ ଟ୍ରକକୁ ଜାଲିଦେଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ (କେନ୍ୟୁଜ): କୋଇଲା ମାଫିଆଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଘଟଣାସ୍ଥଳରେ କୋଇଲା ବୋଝେଇ ଟ୍ରକକୁ ଜାଲିଦେଲେ ଉତ୍ତ୍ୟକ୍ତ ଲୋକେ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୋହରା ସାହି ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଘଟଣା । ମୃତ ବ୍ୟକ୍ତି ହେଲେ ବାହାବଲପୁର ପଞ୍ଚାୟତ…

ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ: ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ !

ପୁରୀ(କେନ୍ୟୁଜ୍‌): ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା। ଡ୍ରେନ୍ ସଫା କରିବା ପାଇଁ ସ୍ଲାବ ଉଠାଇ ଦିଆଯାଇଥିଲା । ତେବେ ଗତକାଲି ରାତିରେ ସେହି ବାଟ ଦେଇ ଯାଉଥିବାବେଳେ ଜଣେ ଯୁବକ ହଠାତ୍ ଡ୍ରେନରେ ପଡିଯାଇଥିଲେ। ଯାହାଦ୍ବାରା ତାଙ୍କର…

ଚାର୍ଜିଂ ବେଳେ ଫାଟିଲା ବ୍ଲୁ-ଟୁଥ୍‌ ହେଡ୍‌ଫୋନ୍‌, ଯୁବକ ମୃତ; ଫେବ୍ରୁଆରୀରେ କରିଥିଲେ ବିବାହ

ଗୀତ ଶୁଣିବା ହେଲା କାଳ। କାନରେ ବ୍ଲୁ-ଟୁଥ୍‌ ହେଡ୍‌ଫୋନ୍‌ ଫାଟିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ଜୟପୁର ଜିଲ୍ଲାର ଉଦୟପୁରିଆ ଗାଁରେ ଚାର୍ଜ କରିବା ବେଳେ ବ୍ଲୁଟୁଥ୍‌ ହେଡ୍‌ଫୋନ୍‌ ବ୍ଲାଷ୍ଟ ହେବାରୁ ରାକେଶ କୁମାର ନାଗର(୨୮)ଙ୍କ ଜୀବନ ଯାଇଛି। ଏହି ବିସ୍ଫୋରଣ ପରେ ତାଙ୍କୁ…

ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଚାଲିଗଲା ପ୍ରାଣବାୟୁ

ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଉଡିଗଲା ପ୍ରାଣବାୟୁ । ଏଭଳି ଘଟଣା ଘଟିଛି ପୁରୀ ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା । ସେ ଗତକାଲି ସୁରତରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ…