Browsing Tag

man dropped mercedes amg g63

ରାଗରେ ହଜାରେ ଫୁଟ୍‌ ଉଚ୍ଚତାରୁ ୨ କୋଟି ଟଙ୍କାର କାର୍‌ ଫିଙ୍ଗିଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ବିରକ୍ତ ହୋଇ ଜଣେ ବ୍ୟକ୍ତି ନିଜ କୋଟିଏ ଟଙ୍କାର ଗାଡ଼ିକୁ ଫୋପାଡ଼ିଦେଇଥିବା ଦେଖିବାକୁ ମିଳିଛି। ମର୍ସିଡିଜ୍‌ ଏସ୍‌ୟୁଭିରେ କିଛି ଟେକ୍ନିକାଲ ତ୍ରୁଟିରେ ଅତିଷ୍ଠ ହୋଇ ଜଣେ ବ୍ୟକ୍ତି ଏକ ହଜାର ଫୁଟ୍‌ ଉପରୁ ନିଜ କାରକୁ ଫିଙ୍ଗିଦେଇଛନ୍ତି। ଏହି କାର୍‌ର ଦାମ୍‌ ପ୍ରାୟ ୨କୋଟି ଟଙ୍କା ହେବ ବୋଲି…