Browsing Tag

man flying in the air ballon for 2 days

୨ ଦିନ ଯାଏ ଶୂନ୍ୟରେ ରହିଲେ ଅଟକି, ଉଡି ଉଡି ୩୦୦ କିଲୋମିଟର ଦୂରରେ ଯାଇ ପଡିଲେ ଯୁବକ

ନୂଆଦିଲ୍ଳୀ : ଜଣେ ବ୍ୟକ୍ତି ହାଇଡ୍ରୋଜେନ ଗ୍ୟାସ ଭର୍ତ୍ତି ବେଲୁନ ନେଇ ଫସିଯାଇଛନ୍ତି । ଫଳରେ ପ୍ରାୟ ୨ ଦିନ ଧରି ଶୂନ୍ୟରେ ଲଟକି ରହିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ ହାଇଡ୍ରୋଜେନ ବେଲୁନ ସାହଯ୍ୟରେ ଉଡି ଉଡି ପ୍ରାୟ ୩୦୦ କିଲୋମିଟର ଉଡିଯାଇଥିଲେ । ବହୁ କଷ୍ଟରେ ପ୍ରାୟ ୪୮…