Browsing Tag

man injured by stabbing

ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼

ଯୋଡା(କେନ୍ୟୁଜ୍): ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼ । ଆଜି ସକାଳ ପ୍ରାୟ ୮ ବେଳେ, ବସ୍ ଷ୍ଟାଣ୍ଡରେ ଥିବା ଏକ ଚା' ଦୋକାନ ନିକଟରେ ଏହି ଛୁରାମାଡ଼ ହୋଇଛି । ଏଥିରେ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍ ଡି ଆକବର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅତର୍କିତ ଛୁରାମାଡ଼…

ପୁଣି ମାତିଲେ ବ୍ଲାକ ପଲସର ଡକାୟତ, ଯୁବକଙ୍କୁ ଛୁରା ମାଡ଼ କରି ଲୁଟିଲେ ମୋବାଇଲ ଓ ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ନୟାପଲ୍ଲୀ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ୍। ସିଆରପି ଛକରେ ଯୁବକଙ୍କୁ ଆକ୍ରମଣ କରି ଲୁଟିଲେ ମୋବାଇଲ ଓ ଟଙ୍କା। ଯୁବକ ଜଣଙ୍କର ନାଁ ହେଲା ଦୀପକ ଘର ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ବୋଲି ଜଣା ପଡିଛି। ଯୁବକ ଜଣକ ଭୁବନେଶ୍ବରରେ ରହୁଥିବା ନିଜ ଭାଇଙ୍କ ପାଖକୁ…

ମାର୍ଶାଘାଇ ଗରଜଙ୍ଗା ଗାଁରେ ଛୁରାମାଡ , ଗୁରୁତର ଅବସ୍ଥାରେ ଜଣେ ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡା(କେନ୍ୟୁଜ୍) : କେନ୍ଦ୍ରାପଡା ମାର୍ଶାଘାଇ ଥାନା ଗରଜଙ୍ଗା ଗାଁର ରାଜ କିଶୋର ମାହାଳିଙ୍କୁ ଛୁରାମାଡ । କେହି ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରି ଭୁସି ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ । ରାଜକିଶୋରଙ୍କର ତଳିପେଟ ଓ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ…