Browsing Tag

man injured in gunshot

ରାଉରକେଲା ଗୁଳିମାଡ଼ରେ ଯୁବକ ଗୁରୁତର, ICUରେ ଭର୍ତ୍ତି

ରାଉରକେଲା:  ରାଉରକେଲାରେ ପୁଣି ଫୁଟିଲା ଗୁଳି । ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଗୁଳିକାଣ୍ଡ ଘଟିଛି । ଆହତ ଯୁବକ ହେଲେ ବିଜୟ ଲାକ୍ରା । ସେ କାର ଚଳାଇ ଯାଉଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ବିଜୟଙ୍କ ବେକରେ ଗୁଳି ବାଜିଛି । ନିଜ ପୁଅକୁ ଧରି କାର ଚଳାଇ ବିଜୟ ବୁଲିବାକୁ ଯାଇଥିଲେ…

ଅନୁଗୁଳରେ ଫୁଟିଲା ଗୁଳି:  ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ଯୁବକ ଆହତ

 ଅନୁଗୁଳ:  ଅନୁଗୁଳରେ ଫୁଟିଲା ଗୁଳି । ଗୁଳି ମାଡ଼ରେ ଯୁବକ ଆହତ । ଆହତ ଜଣଙ୍କ ହେଲେ ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁର ମିଲୁ ବେହେରା । ତାଙ୍କ ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼…

ପୁଣି ବାଲେଶ୍ୱରର ଫୁଲାଡ଼ି ଅଶାନ୍ତ , ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ

ବାଲେଶ୍ୱର(କେନ୍ୟୁଜ୍) : ପୁଣି ବାଲେଶ୍ୱରର ଫୁଲାଡ଼ି ଅଶାନ୍ତ। ସହଦେବ ଖୁଣ୍ଟା ଥାନା ଫୁଲାଡିରେ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ବିରଞ୍ଚିଙ୍କ କାନ୍ଧରେ ଗୁଳି ଲାଗିଛି। ବିର଼ଞ୍ଚି ଘରକୁ ଫେରୁଥିବା ବେଳେ ଫୁଲାଡି ବ୍ରିଜ ନିକଟରେ ଗୁଳିମାଡ଼ ହୋଇଥିଲା। ପୂର୍ବରୁ…