Browsing Tag

man jumping into mahanadi

ନୟାଗଡ ସିଦ୍ଧମୂଳା ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁ ପଡିଲେ ଯୁବକ

ନୟାଗଡ(କେନ୍ଯୁଜ୍): ମହାନଦୀକୁ ଡେଇଁ ପଡିଲେ ଯୁବକ । ନୟାଗଡ ଖଣ୍ଡପଡା ଥାନା ସିଦ୍ଧମୂଳା ମହାନଦୀ ବ୍ରିଜ୍‌ ଉପରୁ ଯୁବକ ଜଣକ ଡେଇଁଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେ ନରସିଂହପର କାନପୁର ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କାନପୁର ଅଗ୍ନିଶମ ବାହିନୀ ପହଞ୍ଚି…

କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ

କଟକ(କେନ୍ଯୁଜ୍): କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ। ଭୁବନେଶ୍ବରର ଏକ କଲେଜରେ ଲ୍ୟାବ୍‌ ସହକାରୀ ଭାବେ ସେ କାମ କରନ୍ତି। ସଂପୃକ୍ତ ଅଧ୍ୟାପକ ଜଣଙ୍କ ଚାଉଳିଆ ଗଞ୍ଜର ଦେବାଶିଷ ଦାସ । ତେବେ ଡେଇଁଥିବା ଅଧ୍ୟାପକ ଜଣଙ୍କ ବର୍ତ୍ତମାନ ନିଖୋଜ ଥିବା ସୂଚନା ମିଳିଛି।