Browsing Tag

man kicked his parents

ଶୀତ କାକରରେ କଟିଲା ରାତି, ବୃଦ୍ଧ ପିତା ମାତା’ଙ୍କୁ ଘରୁ ତଡି ଦେଲା ନେଭାଲରେ ଚାକିରି କରିଥିବା ପୁଅ

ବାଲେଶ୍ୱର(କେନ୍ଯୁଜ୍): ଘରେ ପୁଅଟିଏ ଜନ୍ମ ହେଲେ ବାପା ମା' ଙ୍କ କେତେ ଖୁସି ହୁଅନ୍ତି । ଏଥିପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରି ପୂଜା କରିଥାନ୍ତି। ଆଶା କରିଥାନ୍ତି ପୁଅ ବାର୍ଦ୍ଧକ୍ୟରେ ଆଶାବାଡ଼ି ପରି ସାହା ହେବ । ଭଲ ମଣିଷ ଟିଏ ହେବ। ହେଲେ ସେହି ପୁଅ ପାଠଶାଠ ପଢି ଚାକିରୀ କଲା ପରେ…