Browsing Tag

man killed dog

୫ କୁକୁର ଛୁଆଙ୍କୁ କାର ଚଢାଇ ମାରିବା ଘଟଣା, ଅଭିଯୋଗକାରୀଙ୍କୁ ମିଳୁଛି ହତ୍ୟା ଧମକ!

ଭୁବନେଶ୍ୱର : ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ। ପୁରୁଣା ଭୁବନେଶ୍ୱର ଘୁସାରେସ୍ୱର ଅଞ୍ଚଳରେ ୫ଟି କୁକୁର ଛୁଆଙ୍କୁ କାର ଚଢାଇ ମାରି ଦେଇଥିଲେ ମଦ୍ୟପ କାର ଚାଳକ । ସେବା ହିଁ ସଂକଳ୍ପ ସଂଗଠନ ଲିଙ୍ଗରାଜ ଥାନାରେ ଚାଳକଙ୍କ ନାଁରେ ଏତଲା ଦେଇଥିଲେ। ଅଭିଯୋଗ କ୍ରମେ ଗାଡିଚାଳକ ପ୍ରଫୁଲ୍ଲ…