ସରକାରୀ ଚାକିରି ପାଇଁ ବାହାନଗା ବାହାନା : ମୃତ ମା’କୁ ଆଉ ଥରେ ମାରି ଦେଲେ ଯୁବକ
ନୂଆଦିଲ୍ଲୀ : ସରକାରୀ ଚାକିରି ପାଇଁ ବଡ଼ ମିଛ । ସରକାରି ଚାକିରି ପାଇବା ଲୋଭରେ ମୃତ ମା’କୁ ଆଉ ଥରେ ମାରି ଦେଲେ ଯୁବକ । କହିଲେ ବାହାନଗା ରେଳ ଦୁର୍ଘଟଣାରେ ତାଙ୍କ ମାଆର ମୃତ୍ୟୁ ହୋଇଛି । କ୍ଷତିପୂରଣ ଜାଗାରେ ଦରକାର ଚାକିରି । ତେବେ ସନ୍ଦେହ ହେବାରୁ ରେଳବାଇ ଅଧିକାରୀମାନେ ତାଙ୍କୁ ଗୁଡ଼େଇ…