Browsing Tag

Man killed in e-cigarette explosion

ଇ-ସିଗାରେଟ୍‌ ବିସ୍ଫୋରଣରେ ଯୁବକ ମୃତ

ଟେକ୍ସାସ୍‌ : ଇ-ସିଗାରେଟ୍‌ ବିସ୍ଫୋରଣ । ବିସ୍ଫୋରଣରେ ଯୁବକ ମୃତ । ଘଟଣା ଘଟିଛି ଆମେରିକା ଟେକ୍ସାସ୍‌ ଅଞ୍ଚଳର ଫୋର୍ଟ ଓ୍ଵାର୍ଥ ଠାରେ । ଯୁବକ ଜଣକ ଇ-ସିଗାରେଟ୍‌ ସେବନ କରୁଥିବା ବେଳେ ଏହା ଅଚାନକ ବସ୍ଫୋରଣ ଘଟିଥିଲା । ଫଳରେ ଓ୍ଵିଲିୟମ୍‌ ବ୍ରାଉନ୍‌ ନାମକ ଯୁବକ ଜଣକର ଖପୁରୀ ଉଡ଼ାଇ ଦେଇଥିଲା…