ମଧ୍ୟପ୍ରଦେଶ : ତିନି ପିଲା ଓ ପତ୍ନୀଙ୍କୁ ଧରି ୬ ଶହ କ.ମି ହାତ ତିଆରି ରିକ୍ସା ଚଳାଇ ଆସିଲେ ଦିଲ୍ଲୀରୁ ମଧ୍ୟପ୍ରଦେଶ
ଭୋପାଳ : କରୋନା କନ୍ଦାଉଛି । କେଉଁଠି ଭୋକ ଉପବାସରେ ପଡ଼ି ଲୋକେ କାନ୍ଦୁଛନ୍ତି ତ କେଉଁଠି ପରିବାର ଲୋକଙ୍କୁ ହରାଇ । ସବୁଠୁ ଦଃଖଦ ଘଟଣା ଘଟୁଛି ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ । ଯେଉଁମାନେ ହଜାର ହଜାର କ.ମି ଚାଲି ଚାଲି ଆସୁଛନ୍ତି ।
ଏହି ଅବସ୍ଥାରେ କେହି କେହି ବାଟରେ ବି ପ୍ରାଣ ତ୍ୟାଗ…