ବାହା ହେବାକୁ ମନା କରିବାରୁ ଯୁବତୀଙ୍କୁ ଚଳନ୍ତା ଟ୍ରେନ୍ରୁ ଧକ୍କା ଦେଲା ଯୁବକ, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ…
ବାହା ହେବାକୁ ମନା କରିବାକୁ ଯୁବତୀଙ୍କୁ ମରଣ ମୁହଁକୁ ଠେଲି ଦେଲା ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଖାରରେ। ତେବେ ସୌଭାଗ୍ୟବଶତଃ ଉକ୍ତ ଯୁବତୀଙ୍କର ଏହି ଘଟଣାରେ କୌଣସି କ୍ଷତି ହୋଇନାହିଁ। ଏହି ଛାତି ଥରା ଘଟଣା ଷ୍ଟେସନ୍ରେ ଲାଗିଥିବା ସିସିଟିଭି…