Browsing Tag

man puts daughter foot mark on car

ନୂଆ କାରରେ ଝିଅର ପାଦ ଚିହ୍ନକୁ ଲକ୍ଷ୍ମୀ ପାଦ ରୂପରେ ଛାପ ପକାଇଲେ ବାପା, ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ବି ହୋଇଗଲେ ଭାବ…

ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ କାମ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ସେ ଯାହା କରି ଦେଖେଇଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ନୂଆ କାର କିଣିଥିବା ଜଣେ ବାପା ନିଜର ଦୁଇ ବର୍ଷର ଝିଅର ପାଦ ଚିହ୍ନକୁ ଲକ୍ଷ୍ମୀଙ୍କ ପ୍ରତୀକ ରୂପରେ କାର ଉପରେ ପାଦ ଚିହ୍ନ ପକାଇଛନ୍ତି।…