ଟ୍ରାଫିକ ନିୟମ ମାନନ୍ତୁ, ଓଡ଼ିଶାକୁ ଦୁର୍ଘଟଣା ମୁକ୍ତ କରାନ୍ତୁ: ଏହି ସ୍ଲୋଗାନ ନେଇ ୧୦ ଦିନ ଭିତରେ ୫୦୦ କିଲୋମିଟର…
କଟକ: ୩୭ ବର୍ଷୀୟ ଯୁବକ ଦଉଡିଲେ ୫୦୦ କିଲୋମିଟର । ଟ୍ରାଫିକ ନିୟମ ମାନନ୍ତୁ, ଓଡ଼ିଶାକୁ ଦୁର୍ଘଟଣା ମୁକ୍ତ କରାନ୍ତୁ । ଏହି ସ୍ଲୋଗାନ ନେଇ ୧୦ ଦିନ ଭିତରେ ୫୦୦ କିଲୋମିଟର ଦୌଡିଛନ୍ତି ସିଦ୍ଧାର୍ଥ ଦାସ ।
ଚଳିତମାସ ୧୧ ତାରିଖରେ କଳିଙ୍ଗ ଷ୍ଟାଡିୟମରୁ ଯାତ୍ରା ଆରମ୍ଭ କରିଥିଲେ । ଆଜି ଏହି…