Browsing Tag

man rescued

୫ ଦୁର୍ବୃତ୍ତ ମାଡ଼ ମାରି କୂଅରେ ଫିଙ୍ଗି ପଳାଇଥିଲେ, ୪ ଦିନ ପରେ କୂଅ ଭିତରୁ ଜୀବନ୍ତ ଉଦ୍ଧାର ହେଲେ ଯୁବକ

ପଦ୍ମପୁର: ଚାରି ଦିନ ପରେ କୂଅ ଭିତରୁ ଉଦ୍ଧାର ହେଲେ ଜଣେ ବ୍ୟକ୍ତି । ବରଗଡ ଜିଲ୍ଲା ବିଜେପୁର ବ୍ଲକ ସମଲାଇପଦର ନର୍ସରୀରେ ନିଛାଟିଆ ସ୍ଥାନରେ ଥିବା ଏକ କୂଅରୁ ଜୀବନ୍ତ ଉଦ୍ଧାର କରାଯାଇଛି । କୂଅ ଭିତରୁ ଉଦ୍ଧାର ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ପୁରେନା ଗାଁର ତୁଳସୀରାମ ବରିହା ।…

ମଝି ନଈରୁ ଉଦ୍ଧାର ହେଲେ ଯୁବକ, ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ

ମାଲକାନଗିରି : ମଝି ନଈରୁ ଉଦ୍ଧାର ହେଲେ ଯୁବକ । ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ । ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟ ସବେରୀ ନଦୀରେ ଯୁବକ ଜଣକ ଫସିଥିଲେ । ୨୪ ଘଣ୍ଟା ଧରି ମଝି ନଈରେ ଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । …

ଅପହରଣର ୫ଘଣ୍ଟା ପରେ ଯୁବକ ଉଦ୍ଧାର, ଉଠାଇ ନେଇଥିଲେ ଶଳା

ନୟାଗଡ଼ : ଅପହରଣର ୫ଘଣ୍ଟା ପରେ ଯୁବକ ଉଦ୍ଧାର । ସାଙ୍ଗମାନଙ୍କ ସହ ମିଶି ଯୁବକଙ୍କୁ ଅପହରଣ କରିଥିଲେ ତାଙ୍କ ପତ୍ନୀଙ୍କ ଭାଇ । ମାଡ଼ ମାରି ଲହୁଲୁହାଣ ବି କରିଥିଲେ । ଅପହରଣର ୫ଘଣ୍ଟା ପରେ ଉଦ୍ଧାର କଲା ନୟାଗଡ଼ ଟାଉନ୍ ଥାନା ପୋଲିସ । ବିବାହକୁ କେନ୍ଦ୍ର କରି ଅପହରଣ ହୋଇଥିଲେ ଯୁବକ । ଏହି…

ଅଳ୍ପକେ ବଞ୍ଚିଗଲା ଜୀବନ, ଯୁବକଙ୍କୁ ପାଣିରୁ ଛାଣି ଆଣିଲେ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀ

ନଦୀ ପୋଲ ଉପରୁ ଖରସ୍ରୋତାକୁ ଡେଇଁ ପଡ଼ିଥିଲେ ଜଣେ ଯୁବକ । ଆଉ ତାକୁ ଦେଖି ଦେଲେ କିଛି ଲୋକ । ତୁରନ୍ତ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ଉଦ୍ୟମରେ ଡଙ୍ଗା ସାହାଯ୍ୟରେ ତାଙ୍କୁ ପାଣିରୁ ଛାଣି ଆଣିଲେ। ଅଳ୍ପକେ ବଞ୍ଚିଗଲା ଜୀବନଟିଏ । ସମୟ ପାଖାପାଖି ଦିନ ଗୋଟାଏ ତିରିଶ । ଯୁବକ ଜଣଙ୍କ ହଠାତ…

କୂଅ ଭିତରୁ ୮ ଘଣ୍ଟା ପରେ ଜୀବିତ ଉଦ୍ଧାର ହେଲେ ବ୍ୟକ୍ତି

କଣ୍ଟାମାଳ : ରଖେ ହରି ତ ମାରେ କିଏ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ନୋଡାଲ୍ ହାଇସ୍କୁଲ୍ ନିକଟସ୍ଥ ବାଉଁଶୁଣି ତନ୍ତୁବାୟ ସହଯୋଗ ସମିତି ପାଖରେ । ଏକ ଖୋଲା କୂଅରେ ଦୀର୍ଘ ୮ ଘଣ୍ଟା ପଡ଼ିରହିବା ପରେ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି ଜଣେ…

କୂଅ ଭିତରେ ଖସିପଡିଲେ ବ୍ୟକ୍ତି, ଦେବଦୂତ ସାଜି ପହଞ୍ଚିଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ: ଜୀବନ ଯାଉ ଯାଉ ବଞ୍ଚିଗଲା । କଥାରେ ଅଛି ରଖେ ହରି ତ ମାରେ କିଏ । ଭାଗ୍ୟ ଯଦି ସାଥ ଦିଏ ନା କେହି କିଛି ବିଗାଡି ପାରନ୍ତି ନାହିଁ । କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡି ଚାଲି ଯାଉଥିବା ବେଳେ କିଛି ଜଣଙ୍କର ଭାଗ୍ୟ ଏତେ ଟାଣ ଥାଏଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ…

ରାସ୍ତା କଡରୁ ହାତଗୋଡ ଓ ମୁହଁ ବନ୍ଧା ଥିବା ବ୍ୟକ୍ତି ଉଦ୍ଧାର

ଗୋପ/କୋଣାର୍କ : କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ବଢ଼େଇଛକ ନିକଟରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ( କୁନାଲ) ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ହାତଗୋଡ ଓ ମୁହଁକୁ ବାନ୍ଧି ରାସ୍ତାକଡ଼ରେ ଅନ୍ଧାର ସ୍ଥାନରେ ପକାଇ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ଦେଖି ଖବର ଦେବାରୁ ଚମ୍ପାହାର ଅଗ୍ନିଶମ…

ଦମ୍‌ ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ, ୧୨୦ ଫୁଟ୍‌ ଉଚ୍ଚ ଇଲେକ୍ଟି୍ର ଟାଓ୍ଵାରରେ ଚଢିଥିବା ବ୍ୟକ୍ତିଙ୍କୁ କଲେ…

ନୂଆପଡା (କେନ୍ଯୁଜ୍): ଦମ୍‌ ଦେଖାଇଲେ ନୂଆପଡା କୋମନା ଅଗ୍ନିଶମ ବିଭାଗ କର୍ମଚାରୀ । ୧୨୦ ଫୁଟ୍‌ ଉଚ୍ଚ ଇଲେକ୍ଟି୍ର ଟାଓ୍ଵାରରେ ଚଢିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାଁ ସନ୍ତୋଷ ଅହିର । ତାଙ୍କ ବୟସ ୨୫ ବର୍ଷ । ଜଣେ ଯୁବକ ବିଦ୍ୟୁତ ଟାଓ୍ଵାରରେ ଚଢ଼ି…

ମରୁ ମରୁ ବଞ୍ଚିଗଲେ ପର୍ଯ୍ୟଟକ, ନ ହେଲେ ହୋଇଥାନ୍ତେ ସିଂହ ମୁହଁରେ ଜଳଖିଆ

ମରଣ ମୁହଁରୁ ବର୍ତ୍ତୀଲେ ଯୁବକ । ଆଉ ଯଦି ଟିକେ ଦଇବ ସାଥି ଦେଇନଥାନ୍ତା ତେବେ ନିଶ୍ଚିତ ରୂପେ ସିଂହର ଶିକାର ହୋଇଥାନ୍ତେ ଯୁବକ ଜଣକ । ଯେମିତି ସୂତା ଖିଅରେ ବଂଚିଗଲା ଯୁବକ ଜଣଙ୍କର ଜୀବନ । ମଙ୍ଗଳବାର ହାଇଦରାବାଦ ସ୍ଥିତ ନେହେରୁ ଜୁଲୋଜିକାଲ ପାର୍କରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।…

ସିଗାରେଟ୍ କିଣିବା ପାଇଁ ଫ୍ରାନ୍ସରୁ ଚାଲି ଚାଲି ସ୍ପେନ୍ ଯାଉଥିଲେ ବ୍ୟକ୍ତି, ହେଲିକପ୍ଟର ଦ୍ଵାରା କରିବାକୁ ପଡିଲା…

କରୋନା ଭାଇରସ୍ କାରଣରୁ ପ୍ରାୟତଃ ସବୁ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏସବୁ ସତ୍ତ୍ୱେ ମଧ୍ଯ କିଛି ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏବେବି ଘରୁ ବାହାରି ବାହାରେ ବୁଲିବାରେ ଲାଗିଛନ୍ତି । ତେବେ ନିକଟରେ ଫ୍ରାନ୍ସରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ ।…