Browsing Tag

man save littile boy life

ବାଇକ ଚାଳକ ବନିଲେ ସୁପରମ୍ୟାନ, ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଜୀବନ; ଦେଖନ୍ତୁ ଭିଡିଓ

ରାସ୍ତାରେ ଗଲାବେଳେ ଆମେ ବିଭିନ୍ନ ପ୍ରକାରର ର୍ଦୁଘଟଣା ଦେଖିଥାଉ । ଅନେକ ସମୟରେ ରାସ୍ତାରେ ଅନ୍ୟ ଲୋକଙ୍କୁ ଅସୁବିଧାରେ ପଡିଥିବାର ଦେଖିଥାଉ କିନ୍ତୁ ଶହେର ୁ ଜଣେ ଦୁଇ ଜଣ ପରକୁ ସାହାଯ୍ୟ କରିବା ପାଇଁ ଆଗେଇଥାନ୍ତି । ଏହି ସମୟରେ ଯଦି କୌଣସି ବ୍ୟକ୍ତି ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ…