ମଞ୍ଚରେ ଭାଷଣ ଦେଉଥିଲେ ରାଜ୍ୟପାଳ, ହଠାତ୍ ଉପରକୁ ଆସି ଶକ୍ତ ଚାପୁଡ଼ା ପକାଇଲେ ବ୍ୟକ୍ତି; କାରଣ ବି ବହୁତ ଆଶ୍ଚର୍ଯ୍ୟଜନକ
ପୁରୁଷ ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ୍ ଲଗାଯିବାକୁ ନେଇ ଇରାନରେ ଜଣେ ବ୍ୟକ୍ତି ଖୁବ୍ ରାଗି ଯାଇଥିଲେ, ଯାହାର ଫଳସ୍ୱରୂପ ସେ ରାଜ୍ୟପାଳଙ୍କୁ ଶକ୍ତ ଚାପୁଡ଼ା ପକାଇବାକୁ ବି ପଛାଇ ନ ଥିଲେ। ସେ ରାଜ୍ୟପାଳଙ୍କୁ ସର୍ବ ସମ୍ମୁଖରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ। ଖବରରୁ…