ପରକୀୟା ପ୍ରୀତିର କରୁଣ ପରିଣତି, ବିଚ୍ ରାସ୍ତାରେ ସ୍ତ୍ରୀର ଗଳା କାଟି ଜୀବନ ନେଇଗଲା ସ୍ବାମୀ
ପରକୀୟା ପ୍ରେମ ସନ୍ଦେହରେ ଅନ୍ଧ ହୋଇଗଲା ସ୍ବାମୀ । ସବୁ ସମ୍ପର୍କ ଭୁଲି ହରାଇ ବସିଲେ ନିଜର ହିତାହିତ ଜ୍ଞାନ । ସାତ ଜନ୍ମ ପାଇଁ ଯାହାର ହାତ ଧରି ସ୍ତ୍ରୀ ରୂପେ ଘରକୁ ଆଣିଥିଲା ତାରି ଜୀବନ ନେଇଗଲା । ତାହା ପୁଣି ବିଚ୍ ରାସ୍ତାରେ । ସ୍ତ୍ରୀକୁ ଆକ୍ରମଣ କରି ହତ୍ୟା କଲେ ସ୍ବାମୀ । …..ସବୁଦିନ…