Browsing Tag

man stabbed to death

ଛୁରାମାଡ଼ରେ ଭିଣୋଇ ମୃତ, ବଞ୍ଚାଇବାକୁ ଯାଇ ଶଳା ଗୁରୁତର

କେନ୍ଦ୍ରାପଡା (କେନ୍ୟୁଜ): ଛୁରାମାଡ଼ରେ ଭିଣୋଇ ମୃତ । ଭିଣୋଇକୁ ବଞ୍ଚାଇବାକୁ ଯାଇ ଶଳା ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍‌ ଦହିଅଣ୍ଟା ଗାଁର ଘଟଣା। ବିଳମ୍ବିତ ରାତିରେ ଭୋଜି ଖାଇ ଫେରିଲାବେଳେ ଆକ୍ରମଣ ହୋଇଥିଲା । ମୃତକ ସହିରା ଗାଁର ଅମିତ କୁମାର ପାତ୍ର। ଗତକାଲି ଦହିଅଣ୍ଟା…