Browsing Tag

man steals bike

ଚୋରର ହାଜତ ପ୍ରେମ, ଜେଲ ଫେରିବା ପାଇଁ ଜାଣିଶୁଣି ବାଇକ୍ ଲୁଟିଲେ ବ୍ୟକ୍ତି

ଦିନକୁ ତିନି ଓଳି ଖାଦ୍ୟ, ମୁଣ୍ଡ ଉପରେ ଛାତ ଆଉ କିଛି ଲୋକଙ୍କ ସାଥ । ଜୀବନ ଜିଇଁବା ପାଇଁ ଆଉ କଣ ଦରକାର ଯେ । ଏତିକି ଟିକେ ପାଇବା ପାଇଁ ତ ସମସ୍ତେ କାମ କରୁଛନ୍ତି । କିନ୍ତୁ ଏହାକୁ ପାଇବା ପାଇଁ କଣ କେହି ଜେଲ୍ ଯିବାକୁ ଚାହିଁବ ? ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଏହି ଘଟଣାଟି ଘଟିଛି…