Browsing Tag

man suicide due to family disturbance

ତିନି ଝିଅଙ୍କ ଆଖି ସାମ୍ନାରେ ଝୁଲୁଛି ବାପାଙ୍କ ଶବ

ବାରିପଦା (କେନ୍ୟୁଜ) : କିଛି ବୁଝିପାରୁନାହାଁନ୍ତି ଏହି ୩ ଭଉଣୀ। କଣ ହେଇଗଲା ଏମିତି ହଠାତ୍‌। ଆମେ ଏବେ କେମିତି ବଞ୍ଚିବୁ। ମା ତ ପଳାଇଥିଲା ଆଉ ଏବେ ବାପା ଏମିତି ଆମକୁ ଛାଡି ଚାଲିଗଲେ। ଏବେ ଆମେ କଣ କରିବୁ, କେଉଁଠି ରହିବୁ, ଖାଇବୁ କଣ ବଞ୍ଚିବୁ କେମିତି? ଏମିତି କେତେ କଣ ଭାବି ଭୋ ଭୋ ହୋଇ…

ପାରିବାରିକ କଳହ ନେଲା ଜୀବନ , ବଲାଙ୍ଗିର ଇନ୍ଦ୍ରାନଗରରେ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର(କେନ୍ୟୁଜ୍) : ପାରିବାରିକ କଳହ ନେଲା ଜୀବନ। ବଲାଙ୍ଗିର ସହର ଇନ୍ଦ୍ରାନଗରରେ ଯୁବକଙ୍କ ଆତ୍ମହତ୍ୟା। ମୃତକ ହେଲେ ଆଲୋକ ରଥ। ଗତ କିଛି ଦିନ ହେବ ଆଲୋକ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଗତକାଲି ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆଜି ସକାଳୁ ଘର ପାଖ ଏକ…