Browsing Tag

man suicide from hospital

ହସ୍ପିଟାଲର ୭ମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କରୋନା ପୀଡିତ

ବର୍ତ୍ତମାନ ସାରା ବିଶ୍ୱରେ କରୋନାର ଭୟ ଆତଙ୍କ ଖେଳାଇଛି। ଏନେଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରେ ପହଞ୍ଚିଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିଛି ଲୋକମାନେ ମଧ୍ୟ କରୋନା ହେବା ଭୟରେ ଆତ୍ମହତ୍ୟା କରିଦେଉଛନ୍ତି। ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ…