Browsing Tag

man suicide

ରହସ୍ୟ ଘେରରେ ଜେଇଙ୍କ ମୃତ୍ୟୁ: ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ (କେନ୍ୟୁଜ): ରହସ୍ୟ ଘେରରେ ଯନ୍ତ୍ରୀଙ୍କ ମୃତ୍ୟୁ । ସରକାରୀ କ୍ବାର୍ଟସରୁ ଉଦ୍ଧାର ହେଲା ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ମୃତ ବ୍ୟକ୍ତି ଜଣକ ହେଲେ ପ୍ରଦୀପ କୁମାର ଘୋଷ । ତାଙ୍କ ଘର ବାରିପଦାରେ। ଗତକାଲି ପ୍ରଦୀପଙ୍କ ଅଫିସରେ ଭୋଜି ଥିଲା । ଭୋଜି…

ସଂସଦ ବାହାରେ ନିଜ ଦେହରେ ନିଆଁ ଲଗାଇଦେଲେ ବୟସ୍କ ବ୍ୟକ୍ତି, ଅବସ୍ଥା ଗୁରୁତର

ନେପାଳ ସଂସଦ ବାହାରେ ଆତ୍ମାହୂତି ଉଦ୍ୟମ । ନେପାଳ ସଂସଦ ବାହାରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇଦେଇଥିଲେ । ନବନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ସଂସଦରୁ ଯାଉଥିବା ସମୟରେ ବ୍ୟକ୍ତି ଜଣକ ନିଜ ଉପରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ । ଆତ୍ମହୂତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ…

ଠିକ ଭାବରେ ଶାଢ଼ୀ ପିନ୍ଧି ପାରୁନଥିଲେ ସ୍ତ୍ରୀ, ଆତ୍ମହତ୍ୟା କଲେ ସ୍ୱାମୀ: ସୁଇସାଇଡ ନୋଟରେ ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୪ ବର୍ଷୀୟ ବ୍ୟକ୍ତି ସାମାନ୍ୟ ଘଟଣା ପାଇଁ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଦିନ ପୋଲିସ ଏହି ସୂଚନା ଦେଇଛି। ପୋଲିସ ଏହା ମଧ୍ୟ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ…

ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ, ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ କଲେ ଆତ୍ମହତ୍ୟା

ଜଳେଶ୍ବର(କେନ୍ଯୁଜ୍): ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ । ଅନଲାଇନରେ ଟ୍ରେଡିଂ ଓ ଗ୍ୟାମ୍ବଲିଂ ଖେଳି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆମ୍ବିଳିଅଠା ଗାଁର ୨୭ବର୍ଷୀୟ ସୌମିତ୍ର ନନ୍ଦୀ ।…

ତିନି ଝିଅଙ୍କ ଆଖି ସାମ୍ନାରେ ଝୁଲୁଛି ବାପାଙ୍କ ଶବ

ବାରିପଦା (କେନ୍ୟୁଜ) : କିଛି ବୁଝିପାରୁନାହାଁନ୍ତି ଏହି ୩ ଭଉଣୀ। କଣ ହେଇଗଲା ଏମିତି ହଠାତ୍‌। ଆମେ ଏବେ କେମିତି ବଞ୍ଚିବୁ। ମା ତ ପଳାଇଥିଲା ଆଉ ଏବେ ବାପା ଏମିତି ଆମକୁ ଛାଡି ଚାଲିଗଲେ। ଏବେ ଆମେ କଣ କରିବୁ, କେଉଁଠି ରହିବୁ, ଖାଇବୁ କଣ ବଞ୍ଚିବୁ କେମିତି? ଏମିତି କେତେ କଣ ଭାବି ଭୋ ଭୋ ହୋଇ…

ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭାବନୀୟ ଘଟଣା: ୬ ଦିନ ତଳେ ବିଷ ଖାଇ ଜୀବନ ହାରିଥିଲେ ବାପା, ଆଉ ଏବେ ବେକରେ ରଶି…

ଖୋର୍ଦ୍ଧା: ଜଟଣୀ ବ୍ଲକ ଜାମୁକୋଳି ପଂଚାୟତ ମୁଣ୍ଡଳ ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ସେହି ଗ୍ରାମର ଗଣେଷ ସେଠୀ । ଘଟଣା ସ୍ଥଳରେ ପୋଲିସ ପଂହଚି ଶବ କୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ…

ଯାଜପୁର ଜଳେଶ୍ୱରପୁର ଗାଁରେ ଅଘଟଣ: କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ) : କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜଳେଶ୍ୱରପୁର ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ଏହି ଥାନା ପାଟପୁର ପଂଚାୟତ ବଡବାରିସାହି ଗ୍ରାମର ଭରତ ମଲିକଙ୍କ ପୁଅ ଜଗନ। ଜଗନ କିଛି ଦିନ ହେବ ଜଳେଶ୍ୱରପୁର…

ଲକ୍ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଯାଜପୁର ଟାଉନ: କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି । ସେ…

ଲକଡାଉନ ପାଇଁ ବାପଘରୁ ଆସିପାରିଲେନି ସ୍ତ୍ରୀ ଅନୁପସ୍ଥିତିକୁ ବରଦାସ୍ତ କରିପାରିଲେନି ସ୍ୱାମୀ, ବେଡ଼ରୁମକୁ ଯାଇ କଲେ…

କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ଭାରତକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି। ସେହିପରି ଲକଡାଉନ ନିୟମ ଉଲଂଘନକାରୀଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ କରୁଛି। ତେବେ ଏହି ସବୁ ମଧ୍ୟରେ…

କଳାହାଣ୍ଡି : ମଶାଣିରେ ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

କଳାହାଣ୍ଡି (କେନ୍ୟୁଜ୍) : ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିଜମରାର ମିନି ଷ୍ଟାଡିୟମ୍‌ ପାଖରେ ଥିବା ମଶାଣିରେ ଏହି ଘଟଣା ଘଟିଛି। ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଜମରା ଗାଁର ଦୁର୍ଯ୍ୟୋଧନ  ବାଗ। ଗତ ୩ ମାସ…

ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଅଗ୍ନିଶମ ବିଭାଗର ଉଦ୍ଧାର ଅଭିଯାନ ଜାରି

ଜଗତସିଂହପୁର: ପୁଣି ମହାନଦୀକୁ ଡେଇଁଲେ ଯୁବକ । ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ରଘୁନାଥପୁର ଓ ତିର୍ତ୍ତୋଲର ଅଗ୍ନିଶମ କର୍ମଚାରୀ ନିଖୋଜ ଯୁବକଙ୍କୁ ଖୋଜିବା କାର୍ଯ୍ୟ…

ନୟାପଲ୍ଲୀର ଏକ ଆପାର୍ଟମେଣ୍ଟରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ବର(କେନ୍ୟୁଜ୍) : ୧୧ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ନୟାପଲ୍ଲୀର ଏକ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ଜଣକ । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।