ଗଂଜେଇ ନମିଳିବାରୁ ଧାରୁଆ ଛୁରୀ ଗିଳିଦେଲେ ବ୍ୟକ୍ତି, କିପରି ବାହାର କରିବେ ବୋଲି ଚିନ୍ତାରେ ଥିଲେ ଡାକ୍ତର ଆଉ ଶେଷରେ..
ବେଳେବେଳେ ଏପରି ଗୋଟେ ଗୋଟେ ଘଟଣା ଆଖି ସାମ୍ନାକୁ ଆସିଥାଏ ଯାହାକୁ ଆମେ ବିଶ୍ୱାସ କରିପାରୁନଥାଉ । ଠିକ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାକାର ଜଣେ 28 ବର୍ଷୀୟ ଯୁବକଙ୍କୁ ଗଂଜେଇ ନ ମିଳିବାରୁ ସେ 20 ସେଣ୍ଟିମିଟର ଲମ୍ବା ଛୁରୀ ଭଳି ଏକ…