ଚାଷୀ ଗିଳିଲେ ଜିଅନ୍ତା ସାପ! ଜିଭ ଓ ଗଳାକୁ କାମୁଡ଼ି ଦେବାରୁ ହରେଇବାକୁ ପଡ଼ିଲା ଜୀବନ
ସାପ କାମୁଡ଼ି ଦେଲେ କାହାର ବି ମୃତ୍ୟୁ ହୋଇପାରେ। ଏହା ସତ୍ତ୍ୱେ ଜଣେ ବ୍ୟକ୍ତି ଜିଅନ୍ତା ସାପକୁ ହିଁ ଗିଳି ଦେଇଛନ୍ତି। ଶୁଣିବାରେ ଏହା ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଯଦିଓ ଏହି ଷ୍ଟଣ୍ଟ ଉକ୍ତ ବ୍ୟକ୍ତିଙ୍କୁ ବହୁତ ଭାରି ପଡ଼ି ଯାଇଛି ଏବଂ ତାଙ୍କର ଏହି ହରକତର ମୂଲ୍ୟ ନିଜ ଜୀବନ ଦେଇ…